pakka

ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର ହୋଇଉଠିଛି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକାରେ ସରୋଜ ମେହେରଙ୍କ ନାମ ଘୋଷଣା କରିଥିବା ବେଳେ ପାଡଣା ବିଜେଡି କର୍ମକର୍ତ୍ତା ପାଟଣା ଉତ୍ସାହିତ ହୋଇ ଅବିର ବୋଳାବୋଳି ହେବାସହ ବିଜେଡି ଜିନ୍ଦାବାଦ ନାରା ଦେଇଛନ୍ତି । ପାଟଣାଗଡ଼ ବିଧାୟକ ତଥା ଚଳିତ ନିର୍ବାଚନା ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ, ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଓ ଅନ୍ୟ ବିଜେଡି ନେତୃବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

eight + sixteen =