ପାଟଣାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ବିରାଟ ମିଶ୍ରଣ ପର୍ବ : ୫୫ ଜଣ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ମୁଣ୍ଡମହୁଲ ପଂଚାୟତର ୪୦ ଜଣ କର୍ମୀ ବିଜେପି ଦଳ ଛାଡି ବରିଷ୍ଠ ବିଜେପି ନେତା ଶୁପାଳ ମେହେରଙ୍କ ନେତୃତ୍ୱରେ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି । ସେହିପରି ବେଲପଡା ବ୍ଲକ ସୁଲେକେଲା ୱାର୍ଡ ନମ୍ବର ୭!-->…
Read More...
Read More...