Browsing Tag

patanagarh news

ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ । ସୂଚନା ଅନୁସାରେ ବେଲପଡ଼ା ଥାନା ସୁଲେକେଲା ଗ୍ରାମର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲେ । ଉଭୟ ପରିବାରର ସହମତି ପରେ ବିବାହ ହୋଇଥିଲା । ରୀତିନୀତି ଅନୁସାରେ ଝିଅକୁ ବାହା
Read More...

ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଅକାଳ ବିୟୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାହାବଲ ପଞ୍ଚାୟତ ମାଲପଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଆଜି ଅକାଳ ବିୟୋଗ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ
Read More...

ସାହାଜପାଣି ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ଦଳ ଛାଡି ବିଜେଡିରେ ଯୋଗଦେଲେ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ସାହାଜପାଣି ପଞ୍ଚାୟତ ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ପ୍ରଫୁଲ୍ଲ ମାଝୀଙ୍କ ସମେତ ବିଜେପିର ଅନ୍ୟ କର୍ମୀ ମାନେ ବିଧାୟକ ସରୋଜ ମେହେରଙ୍କ ତତ୍ୱଅବଦାନରେ ଖପ୍ରାଖୋଲ ବ୍ଲକ ସହଜପାଣି ପଞ୍ଚାୟତର ସକ୍ରିୟ
Read More...

ଭରୁଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା ଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଭରୁଆମୁଣ୍ଡା ଗ୍ରାମରେ ଆଶ୍ଵିନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ତିଥିରେ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣିବା ସହ ସ୍ଥାପନା କରଯାଇଥିଲା । ଘଣ୍ଟ ଶଂଖ ତାଳରେ ମାଁ ଗଜଲକ୍ଷ୍ମୀଙ୍କ
Read More...

ବଣୁଆ ହାତୀର ଭୟ ଦେଖାଇ ଉପଦୃତ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ଚାଳିଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ସମସ୍ତ ଗ୍ରାମାଞ୍ଚଳମାନଙ୍କରେ କେତେକ ଅସାମାଜିକ ଲୋକ ବଣୁଆ ହାତୀର ଉପଦ୍ରବ ଆଳରେ ଲୋକଙ୍କ ମଧ୍ୟରେ ଭୟ ଦେଖାଇ ଅନୈତିକ କାର୍ଯ୍ୟ କରିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଓ ଲରମ୍ଭା ସର୍କଲ
Read More...

ଖୁଣ୍ଟ ସମଲେଇରେ ଆଦିବାସୀ ମେଳି ଅଧିକାର ହାସଲ ପାଇଁ ଶାଲିସ ବିହୀନ ସଂଗ୍ରାମ ପାଇଁ ଆଦିବାସୀଙ୍କ ସଂକଳ୍ପ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ବଜାର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଦିବାସୀ ଝାଙ୍କର ଦେହେରୀ ଆଦିବାସୀ ଦେବାଦେବୀ ଶବରୀ ନାରେନ, ବୁତାଦେଓ ଜଡେନ ସମଲେଇ, ବିନ୍ଧ୍ୟବାସିନୀ, ମାରାନବୁରୁ,
Read More...

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡର ଅଗ୍ରଣୀ ସାରସ୍ଵତ ଅନଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ସଭା ସ୍ଥାନୀୟ ସିଦ୍ଧି ବିନାୟକ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ଧୂମାଭଟାଠାରେ କ୍ଷେତ୍ରୀୟ ସମାଜ ପକ୍ଷରୁ ଖଣ୍ଡାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟାଠାରେ କ୍ଷେତ୍ରୀୟ (ପାଇକ) ସମାଜ ପକ୍ଷରୁ ଖଣ୍ଡା ଯାତ୍ରା ଓ ବିଶାଳ ମଶାଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଏବଂ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ୧୫ରୁ ୨୦ ଖଣ୍ଡ ଗାଁର ପାଇକ ସମାଜର ଲୋକମାନେ ନିଜ
Read More...

ଭରତବାହାଲରେ ନିଜ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମସମର୍ପଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଗତ
Read More...

ମନାଇପାଦରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ନୂଆଁଖାଇ
Read More...