Browsing Tag

patanagarh news

ଅବହେଳିତ ନିଲିଜିବାହାଲ-ବୁଦାମୁଣ୍ଡା ରାସ୍ତା : ରାସ୍ତା ପାଲଟିଛି ମରଣଯନ୍ତା

ନିଜ ରାସ୍ତା ନିଜେ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ସଜବାଜ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତର ନିଲିଜିବାହାଲରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ୧ କି.ମି ରାସ୍ତା ମରଣଯନ୍ତା ପାଲଟିଛି । ଅଭିଯୋଗ ଅନୁସାରେ ରାସ୍ତାଟି ସମ୍ପୂର୍ଣ୍ଣ ଖାଲଖମାରେ…
Read More...

ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଅଭିଯୋଗ : ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଖପ୍ରାଖୋଲଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କଠାରେ କିଛି ଦୁର୍ବୁତ୍ତ ଚୋରି କରିବା ଉଦ୍ୟମ କରିଥିଲେ । ସୂଚନା ଅନୁଯାୟୀ ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଜେ. ପଣ୍ଡା ବୁଧବାର ଦିନ…
Read More...

କଫ୍‌ ସରିଫ ଜବତ ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହ।) : ବେଲପଡା ଥାନା ଧୁମାଭଟା ଗ୍ରାମରେ ବେଆଇନ କଫ ସରିଫ ବ୍ୟବସାୟ ଚଳାଇଥିବା ଜନୈକ ବ୍ୟବସାୟୀଙ୍କୁ ଆଜି ବେଲପଡା ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଧୂମାଭଟା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ନିଜ ଫୋଟୋ ଦୋକାନରେ କଫ ସରିଫ ବ୍ୟବସାୟ…
Read More...

ଜୁରିଆଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡିର ଶୁଭାରମ୍ଭ କଲେ ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଜୁରିଆଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସମ୍ମାନୀତ ଅତିଥି ରୂପେ ବ୍ଲକ ଯୋଗାଣ…
Read More...

ସିଆର୍‌ପିଏଫ୍‌ରେ ଯୋଗଦେଇ ଥିବା ଦୁଇ ଜବାନ ଆଶିଷ କୁମାର ନାଗ ଓ ଜ୍ୟୋତି ରଞ୍ଜନ ଥନାପତିଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ଆଶିଷ ନାଗ ପିତା ରୁଦ୍ରମଣୀ ନାଗ, ମା ଉର୍ମିଳା ନାଗ, ଜ୍ୟୋତିରଂଜନ ଥନାପତି ପିତା କେଶବ ଥନପତି ମା ମଞ୍ଜୁଳାଙ୍କ ସନ୍ତାନ ଅଟନ୍ତି । ୨୦୧୭/୧୮ ଜେଡି ପରିକ୍ଷାରେ ଉତ୍ତିନ୍ନ ହୋଇ ଆଶିଷ ଓ ଜ୍ୟୋତିରଞ୍ଜନ…
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । ଶ୍ରୀ ମେହେର ଶୋକ ପ୍ରକାଶ କରି କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରାଙ୍କ ଦେହାନ୍ତ ଆମ ଅଞ୍ଚଳ ପାଇଁ ଖୁବ୍‌ ଦୁଃଖଦାୟକ ।…
Read More...

ମାଧୋସିଂ ଶହିଦ ଦିବସ ପାଳନ ପାଇଁ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସର୍ବଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗିର ପକ୍ଷରୁ ମାଧୋସିଂ ଶହିଦ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
Read More...

ଜୁନାନିବାହାଲ ଗାଁରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ : ଜଣେ ମାଓବାଦୀ ନିହତ, ପୋଲିସର ସର୍ଚ୍ଚ ଅପରେସନ ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଗତକାଲି ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ କିଛିଦିନ ହେଲା ଗନ୍ଧମାର୍ଦ୍ଦନ ପାହାଡ଼ ତଳି…
Read More...

ପାଟଣାଗଡରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ନିଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ମୁଖ୍ୟ ଅତିଥି…
Read More...

ଡାଙ୍ଗବାହାଲରେ ବିଜେଡ଼ିର ମିଶ୍ରଣ ପର୍ବ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧି ହେଉଛି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଦଶ ପ୍ରତି ଆକୃଷ୍ଟ ହୋଇ ଓ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଜନହିତକର କାମକୁ ନଜର ରଖି ପାଟଣାଗଡ ବ୍ଲକ…
Read More...