Browsing Tag

patanagarh news

ବିଜେଡ଼ିରେ ଯୋଗ ଦେଲେ ବିଜେପିର ପୁରୁଣା କର୍ମୀ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟବ୍ୟାପୀ ବିଜୁଜନତା ଦଳ ପକ୍ଷରୁ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ ପୂର୍ବରୁ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଆୟୋଜିତ ମିଶ୍ରଣ ପର୍ବରେ…
Read More...

ପାଟଣାଗଡରେ ବଢୁଛି ଆଶାୟୀଙ୍କ ତାଲିକା : ମାତିଛନ୍ତି ସବୁ ଦଳ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସର୍‌ଗରମ୍‌ ହେବାରେ ଲାଗିଛି ରାଜନୈତିକ ବାତାବରଣ, ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବଢୁଛି ଆଶାୟୀଙ୍କ ତାଲିକା ବ୍ଳକର ରାଜନୈତିକ…
Read More...

ଡେବିରିପାଲିରେ ନେହେରୁ ସ୍ପୋର୍ଟିଂ କ୍ଳବର ପ୍ରଥମ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଡେବିରିପାଲି ଗାଁ ନେହେରୁ ସ୍ପୋର୍ଟିଂ କ୍ଳବ ଆନ୍ୟୁକୂଲ୍ୟରେ ଆୟୋଜିତ ପ୍ରଥମ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ହୋଇଯାଇଛି । ତା.୧୨/୧୧/୨୧ରୁ ଆରମ୍ଭ ହୋଇ ୨୦/୧୧/୨୧ରେ ଫାଇନାଲ ମ୍ୟାଚ ହୋଇଥିଲା । ଏହି ଫୁଟବଲ…
Read More...

ପାଟଣାଗଡ ସେବା ସମବାୟ ସମିତିରେ ମହାଦୁର୍ନୀତି : କାରସାଦି କରି ଧାନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ହଡପ,…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଭିନ୍ନ ସେବା ସମବାୟ ସମିତିଗୁଡ଼ିକରେ ଧାନ ବିକ୍ରି ନାଁରେ ମହାଦୁର୍ନୀତି କାରସାଦି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୨୦୧୯/୨୦, ୨୦୨୦/୨୧ରେ ଖରିଫ ଧାନ ବିକ୍ରି ପାଇଁ କେତେକ ସେବା…
Read More...

ବାଞ୍ଜିତଲିଏନ କ୍ରିକେଟ କପ୍‌ ଉଦ୍‌ଯାପିତ : ବଲାଙ୍ଗିର ଚାମ୍ପିୟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଲିଏନ କ୍ରିକେଟ ଏସୋସିଏସନ୍‌ ତରଫରୁ ବାଞ୍ଜିତଲିଏନ କ୍ରିକେଟ କପର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼…
Read More...

ତୁର୍ଲାମାଲରେ ପଞ୍ଚୁକ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ କାର୍ତ୍ତିକ ପଞ୍ଚୁକ ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ସାରା ତଥା ଶୁକ୍ଳ ପକ୍ଷ ଅଳାଁ ନବମୀ ଦିନଠାରୁ ଆରମ୍ଭ ହୋଇଥାଏ । ଏଥିରେ ଭକ୍ତମାନେ ପଞ୍ଚୁକ ବୁଡ ପକାଇଥାନ୍ତି । ପ୍ରଭାତ ୪ ଟାରୁ ଉଠି…
Read More...

ତୋଷାଳି ମହୋତ୍ସବ ପାଇଁ ମା’ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଉନ୍ମୋଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ତୁଷୁରାରେ ପ୍ରସିଦ୍ଧ ତୋଷାଳି ମହୋତ୍ସବ ପାଇଁ ପାଟଣାଗଡ଼ ମା'ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଓ ବେନର ପୂଜାର୍ଚ୍ଚନା କରାଯାଇ ତୋଷାଳି ମହୋତ୍ସବ ଲଗୋ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଶଲ ଯୁବ ସଂମନ୍ଵୟ ସମିତିର ରାଜ୍ୟ ସଂଗଠନ ସମ୍ପାଦକ ଗିରିରାଜ…
Read More...

କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀ ଜୟନ୍ତି ଅବସରରେ ‘କୋସଲି ଦିନ’ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ଦ୍ୱାରା ପାଟଣାଗଡ ନିକଟ କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀଠାରେ କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀଙ୍କ ଜନ୍ମଦିନକୁ 'କୋସଲି ଦିନ' ଭାବରେ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଲ କବିଙ୍କର ସାହିତ୍ୟ…
Read More...

ଖପ୍ରାଖୋଲରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଗୋଷ୍ଠୀ ସାଧନ କେନ୍ଦ୍ର ପକ୍ଷରୁ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ କ୍ଲଷ୍ଟର ଅଷ୍ଟମ ଶ୍ରେଣୀରେ…
Read More...

ପାରମ୍ପରିକ ଉପଖଣ୍ଡ ବୈଦ୍ୟ ସମ୍ମିଳନୀ ଓ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସର ସଂପାଦକ ମିନକେତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ଓ ସଚେତନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିରୋଗ ସ୍ଵାସ୍ଥ୍ୟ ଓ…
Read More...