csstore

ତୋଷାଳି ମହୋତ୍ସବ ପାଇଁ ମା’ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଉନ୍ମୋଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ତୁଷୁରାରେ ପ୍ରସିଦ୍ଧ ତୋଷାଳି ମହୋତ୍ସବ ପାଇଁ ପାଟଣାଗଡ଼ ମା’ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଓ ବେନର ପୂଜାର୍ଚ୍ଚନା କରାଯାଇ ତୋଷାଳି ମହୋତ୍ସବ ଲଗୋ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଶଲ ଯୁବ ସଂମନ୍ଵୟ ସମିତିର ରାଜ୍ୟ ସଂଗଠନ ସମ୍ପାଦକ ଗିରିରାଜ ଭୋଇ, ରାଜ୍ୟ ସମ୍ପାଦକ ସିପୁନ ଖମାରୀ, ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ଏଡ଼ଭୋକେଟ ସେବୀକା ରାଜହଂସ, ରିଲୁ ରଥ, ଶାଶ୍ୱତ ସରାଫ, ତୁସବନ୍ଧୁ ବୁଡେକ, ମିନିକେତନ ଧରୁଆ, ଉମେଶ ବନଗୁଲା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.