csstore

ବଲାଙ୍ଗିର ସ୍ବେଛାସେବୀ ସଂଗଠନ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଦେଓଗାଁ ବ୍ଲକ ସାଲେପାଲି, ବୁଦେଲଘୁମା, ବଡ଼ଡୁଙ୍ଗୁରିପାଲି ଓ କୁଲିଆବାହାଲ ଗାଁର ବହୁ ଅସହାୟ ବୃଦ୍ଧବୃଦ୍ଧା ଓ ମାନସିକ ରୋଗୀଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟ ଲିଙ୍କନ ସେଠଙ୍କ ନେତୃତ୍ୱରେ ସୁଶାନ୍ତ ପଟେଲ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି, ନିତ୍ୟାନନ୍ଦ ଷଡ଼ଙ୍ଗୀ, ସନ୍ଦିପ ବାଗ, ଦେବରାଜ ମହାନନ୍ଦ, ଟୁଲୁ ସାହୁ, କବିର ବସ୍ତିଆ, ଆଦି ବଗର୍ତ୍ତୀ, ସବ୍ୟସାଚୀ ପାଣିଗ୍ରାହୀ, ପ୍ରସାନ୍ତ ମିଶ୍ର, ରବିନ୍ଦ୍ର ପଧାନ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୀତବସ୍ତ୍ର ବଣ୍ଟନ କରିଥିଲେ ।

jayashree
Leave A Reply

Your email address will not be published.