Browsing Tag

padmapur news

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ବିବାଦ : ଅନୁମୋଦିତ ସ୍ଥାନରେ ନିର୍ମାଣ ପାଇଁ ଉପଜିଲ୍ଲାପାଳଙ୍କ ତାଗିଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମ ପଞ୍ଚାୟତର ଝିଟିକି ଗ୍ରାମର ଜାମୁଣ୍ତା ପଡାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ଅନୁମୋଦିତ ହୋଇଥିଲା । ଯେଉଁ ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବା କଥା ସେଠାରେ ନିର୍ମାଣ ନ କରି ବସ୍ତି…
Read More...

ସଂକଳ୍ପ ପରିବାର ସାହାଯ୍ୟରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଜାନନ ରାଉତଙ୍କ ମୁଣ୍ଡରେ ପରିବାର ବୋଝ । ଘରେ ବୃଦ୍ଧା ମାବାପା ଛଡା ଆଉ କେହି ନାହାନ୍ତି । ଏକ ମାତ୍ର ଭଉଣୀ, ବାହାଘର ସରିଯାଇଛି । ବର୍ତମାନ ପରିଣତ ବୟସରେ ବାପା ଚନ୍ଦ୍ରଭାନୁ ରାଉତ ରୋଗାକ୍ରାନ୍ତ…
Read More...

ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଆଜି ବରଗଡ଼ ସାଂସଦ ପାଇକମାଲ ସ୍ଥିତ ତାଙ୍କ ବାସ…
Read More...

ଅନ୍‌ ଲାଇନ୍‌ ମାଧ୍ୟମରେ ସମ୍ବଲପୁରୀ ଲିପିର ଶିକ୍ଷାଦାନ ଆରମ୍ଭ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଅଂଚଳ ସ୍ଥିତ ସୁଦୂର ପ୍ରସାରୀ ବାଟ୍ କଢ଼ୁଆଲ କଲାପଟାର ଏକ ସୁନ୍ଦର ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଯାଇଛି । ଯୁବ ପ୍ରତିଭା ପୌଲସ୍ତ୍ୟ ସାହା ଅନ୍‌ ଲାଇନ୍ ମାଧ୍ୟମ ରେ ଜନସାଧାରଣଙ୍କୁ ଅନ୍‌ ଲାଇନ୍ କ୍ଲାସ ଖୁବ୍‌ ସରସ ସୁନ୍ଦର ଭାବେ ସଂପାଦନା ଆରମ୍ଭ…
Read More...

‘କୋଶଳ ପ୍ରବାହ’ ପ୍ରଭାବ : ଖବର ପ୍ରସାରଣ ପରେ ଦୀପା କଲେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍, ହୁଇଲ୍ ଚେୟାର୍…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ ଖବର ପ୍ରକାଶିତ ହେବା ପରେ ଭିନ୍ନକ୍ଷମଙ୍କୁ ମିଳିଲା ହୁଇଲ୍ ଚେୟାର୍ । ଖବରକୁ ଭିତ୍ତିକରି ସମାଜିକ କର୍ମୀଙ୍କ ଟ୍ୱିଟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ନିର୍ଦେଶ । ବରଗଡ଼ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ…
Read More...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,…
Read More...

ସମାଲୋଚକଙ୍କଠୁ ଦୂରେଇ ରହି ନିଜ ଜୀବନକୁ ରକ୍ଷା କରନ୍ତୁ : ପଦ୍ମପୁର ବଣିକ ସଂଘ ପକ୍ଷରୁ ଅପିଲ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ବନ୍ଦ ପାଳନଟି କେତେକ ସଂଗଠନ ବୋଡାସମ୍ବର ପଦ୍ମପୁରର ମଙ୍ଗଳ ପାଇଁ ଡାକିଛନ୍ତି । କାହାରି ସ୍ୱାର୍ଥ ପାଇଁ ନୁହଁ । ଏହି ବନ୍ଦ ପାଳନ ଆମ ଅଂଚଳର ଅଗଣିତ ଜନତାଙ୍କ ଜୀବନକୁ ବଂଚାଇବାର ରାହା କହିଲେ ଅତ୍ୟୁକ୍ତି ହେବନାହିଁ । କେତେକ ସ୍ୱାର୍ଥକୁ ହାସଲ…
Read More...

ଅଜଣା ରୋଗ ଗ୍ରାସରେ ଚାଷ : ଚାଷୀକୁଳର ମେରୁଦଣ୍ଡ ହେଲା ଦୁର୍ବଳ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧୀନସ୍ଥ ଟେମେରୀ ଅଂଚଳରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି ଚାଷୀ ଚାଷକୁ ରକ୍ଷା କରିବାକୁ ଚେଷ୍ଟା କଲେ ମଧ୍ୟ କରୋନା ଭଳି…
Read More...

ଅତି ଦହଗଂଜରେ ବିତୁଛି ଜୀବନ : ଆଶା ଓ ଭରସାକୁ ପାଥେୟ କରିଛି କୁନ୍ତୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା ପଂଚାୟତର ସାପଲହର ଗ୍ରାମରେ ବସବାସ କରନ୍ତି କୁନ୍ତୀ ସାହୁ । ବୟସ ମାତ୍ର ୩୮ ବର୍ଷ । ହେଲେ ଦଇବ ସହି ପାରିଲା ନାହିଁ । ପ୍ରାୟ ଏକବର୍ଷ ପୂର୍ବେ ସ୍ୱାମୀ ଘନଶ୍ୟାମଙ୍କ ଅକାଳ ମୃତ୍ୟୁ ପରେ…
Read More...

ପ୍ରବଳ ବର୍ଷାରେ ଚାଷୀକୁଳର ଫସଲ ନଷ୍ଟ : ସହାୟତା ପାଇଁ ନିବେଦନ କଲେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଏପଟେ କରୋନାର କାୟା ବିସ୍ତାର ସାଙ୍ଗକୁ ସେପଟେ ପ୍ରବଳ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ, ସତେ ଯେମିତି ପ୍ରକୃତିର ଅଭିଶାପ ଭଳି ଲାଗୁଛି । ଭୟ ଓ ଶଙ୍କା ମଧ୍ୟରେ ଗତି କରିଚାଲିଛନ୍ତି କୃଷିବୃତ୍ତିକୁ ଆପଣାଇଥିବା କୃଷକ ଭାଇମାନେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ…
Read More...