Browsing Tag

padmapur news

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଲିଖିତ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛୋଟ ପିଲା କିମ୍ବା ଗର୍ଭବତୀ ମା'ମାନେ ପୁଷ୍ଟି ହୀନତାର ଶିକାର ନ ହେବା ପାଇଁ ସରକାର ବିନା ମୂଲ୍ୟରେ ଛତୁଆ ବଣ୍ଟନ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସରକାର ଛତୁଆ ତିଆରି ତଥା ବଣ୍ଟନ ପାଇଁ ଦାୟିତ୍ୱ ଦେଇଛନ୍ତି । ସେହି…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ନିବାରଣ ସପ୍ତାହ -୨୦୨୦ ପାଳନ ଅବସରରେ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ମଧ୍ୟରେ ପୂର୍ବାହ୍ନ ୧୧ଟା ସମୟରେ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନ…
Read More...

ବନୁପାଲି ଗ୍ରାମରେ ବଏଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ବନୁପାଲି ଗ୍ରାମରେ ଅନେକ ବର୍ଷ ଧରି ପାଳନ ହେଉଛି ବଏଲ ଯାତ୍ରା । ସମଲେଶ୍ବରୀ, ପାଟମାହେଶ୍ୱରୀ, ବୁଢାରଜା, ହନୁମାନ ଆଦି ଦେବତାମାନେ ବରୁଆ ଦେହରେ ଓହ୍ଲାଇ ଗ୍ରାମ ପରିଭ୍ରମଣ କରିଥାନ୍ତି । ଗ୍ରାମରେ…
Read More...

କଥା ଦେଇ ଭୁଲିଗଲା ଜଙ୍ଗଲ ଏବଂ ପରିବେଶ ବିଭାଗ : ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଘନାମାଲ ଏବଂ ସାରଙ୍ଗପୁର…

ପ୍ରହସନ ପାଲଟିଛି ସୋଲାର ଷ୍ଟ୍ରିଟ ଲାଇଟ ଏବଂ ହାତୀଚଲା ପଥ ସୂଚନା ଫଳକପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ଘେଁସ ରେଞ୍ଜ ଅଧୀନସ୍ଥ ସାରଙ୍ଗପୁର ଓ ଘନାମାଲଠାରେ ପ୍ରତେକ ବର୍ଷ ଲୋକେ ହାତୀ ଆକ୍ରମଣର ଶିକାର ହୁଅନ୍ତି । ଗତ ଜାନୁଆରୀ ୨୦୧୯ ରେ ଶୌଚ ପାଇଁ ଯାଇଥିବା…
Read More...

ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସଭାଗୃହ ଠାରେ ସମସ୍ତ ସଭ୍ୟସଭ୍ୟା ତଥା ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପ୍ରସ୍ତୁତି ପାଇଁ ପ୍ରଥମ ପର୍ୟ୍ୟାୟ ଗ୍ରାମପଞ୍ଚାୟତ ଉନ୍ନୟନର…
Read More...

ପଲିଥିନ୍‌ ‌ତଳେ କଟୁଛି ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜ୍ଞାନ ଗ୍ରାମ ପଞ୍ଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଗରିବ ହିତାଧିକାରୀ ମାନଙ୍କର ଘରକୁ ପକ୍କା କରି ଦେବା ପାଇଁ ଘୋଷଣା ଉପରେ ଘୋଷଣା କରି ଚାଲିଛନ୍ତି । ହେଲେ କିଏ କୋଠା ଘରେ…
Read More...

ବିଦ୍ୟୁତ ବିଭାଗର ଦାଦାଗିରି : ସେବାରୁ ବଞ୍ଚିତ ଲୁହାଖାନବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମରେ ବିଦ୍ୟୁତ ସମସ୍ୟା ଦେଖାଯାଇଛି । ସୂଚନା ଅନୁସାରେ ପଦ୍ମପୁର ବିଦ୍ୟୁତ ବିଭାଗ ଲୁହାଖାନ ଗ୍ରାମକୁ ଯାଇ ବିଦ୍ୟୁତ ବିଲ୍ ମାଗିଥିଲେ । ଗାଁର ଲୋକେ ବିଦ୍ୟୁତ ବିଲ ଦେଇଥିଲେ ଓ କିଛିଟା ବ୍ୟକ୍ତି ଲକ୍‌…
Read More...

ଡୁଡୁକିଝରିଆ କପ୍ : ବୁଧାପାଲିକୁ ହରାଇ ଆମ୍ବବାହାଲ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗ୍ରାମର ସନ ରାଇଜର କ୍ରିକେଟ କ୍ଳବର ସରକାରୀ କୋଭିଡ ନିୟମ ଅନୁଯାୟୀ କମ ଦର୍ଶକ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରି ୭ତମ ଡୁଡୁକିଝରିଆ ଫାଇନାଲ ମ୍ୟାଚରେ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ…
Read More...

ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର କାର୍ଯ୍ୟକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଦେଶରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଔଷଧ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଏବଂ ବ୍ୟବସ୍ଥା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଜନଷୌଧି କେନ୍ଦ୍ର ବର୍ତ୍ତମାନ ଏକ ସବୁଠୁ ବଡ଼ ସୁବିଧା ହିସାବରେ ସରକାରଙ୍କ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍‌ ବାଇକ୍‌ ମୁହାଁମୁହିିଁ ଧ‌କ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ବସନା ପଟରୁ ଏକ ବାଇକ୍‌ରେ ଦୁଇ ଜଣ ଆସୁଥିବା ସମୟରେରେ ପଦ୍ମପୁର ରାସ୍ତା ବଗେଇଜୁରୀ ଛକ ଠାରେ ବିପରୀତ ଆଡୁ ଆସୁଥିବା ଏକ ସେଣ୍ଟ୍ରୋ କାର୍‌ରେ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି କ୍ଷ ବାରମ୍ୱାର ୧୦୮କୁ କଲ କଲେ ମଧ୍ୟ…
Read More...