ହୋଟେଲରେ ଚାଲିଥିଲା ସେକ୍ସ ର୍ୟାକେଟ୍ : ଆପତ୍ତିଜନକ ଅବସ୍ଥାରେ ୫ ଜଣ ମହିଳାଙ୍କ ସମେତ ୩୬ଜଣଙ୍କୁ ଗିରଫ କଲା ପୋଲିସ
ନୋଏଡା : ନୋଏଡାରେ ପୋଲିସ ଏକ ସେକ୍ସ ର୍ୟାକେଟ୍କୁ ଧରିବାରେ ସଫଳ ହୋଇଛି । ସିଗମା ସେକ୍ଟରରେ ଅବସ୍ଥିତ ଦୁଇଟି ହୋଟେଲ ଉପରେ ଚଢ଼ାଉ କରିବା ପରେ ପାଞ୍ଚ ଜଣ ମହିଳାଙ୍କ ସମେତ ୩୬ ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନାନୁସାରେ, ଏହି ହୋଟେଲରେ ଏକ ମୁଜ୍ରା ପାର୍ଟି ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...