ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ
ଅରୁଣାଞ୍ଚଳପ୍ରଦେଶ : ଆଜି ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୯ ରେକର୍ଡ କରାଯାଇଛି । ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ!-->…
Read More...
Read More...