Browsing Tag

news of india

ଓଡିଶା ସମେତ ୧୦ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ : ଓମିକ୍ରନ ସଂକ୍ରମଣ ୧୦ଟି ରାଜ୍ୟ ଦେଶ ପାଇଁ ଚିନ୍ତା ବଢ଼ାଉଛି । ୧୦ ରାଜ୍ୟ ଭିତରେ ଓଡିଶା ସହ ଦିଲ୍ଲୀ, କର୍ଣ୍ଣାଟକ ଭଳି ରାଜ୍ୟ ଗୁଡ଼ିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ଥିତି…
Read More...

ପ୍ରେମିକା ସହ ହୋଟେଲରେ ମସ୍ତି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ଚିଣ୍ଟୁ ପାଣ୍ଡେ

ଗୟା : ବିହାରର ଜଣେ କୁଖ୍ୟାତ ଅପରାଧୀ ପ୍ରେମିକା ସହ ହୋଟେଲରେ ମସ୍ତି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ହୋଟେଲ ବେଡ୍‌ରୁମ୍‌ରୁ ସିଧା ଜେଲ୍‌ରେ ପହଂଚିଛି ଅପରାଧୀ । କୁଖ୍ୟାତ ଅପରାଧୀ ଚିଣ୍ଟୁ ପାଣ୍ଡେ ଓରଫ୍‌ ଚିଣ୍ଟୁ ବାବାକୁ ହୋଟେଲରେ କଲିକତାର ପ୍ରେମିକା ସହ ମସ୍ତି କରିବା ସମୟରେ…
Read More...

ଯୁବତୀଙ୍କୁ ମହିଳା ଜଣକ ଚାକିରି ପାଇଁ ଜଣେ ଯୁବକଙ୍କ ପାଖକୁ ପଠାଇଲେ : ଯୁବକର ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଯମୁନାନଗର : ହରିୟାଣାର ଯମୁନାନଗର ସହରର ଜଣେ ଯୁବତୀଙ୍କୁ ବଳାତ୍କାର କରିବା, ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ସହ ଧମକ ଦେଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଅନୁସାରେ ଜଣେ ଯୁବତୀଙ୍କୁ ଜଣେ ମହିଳା ଜଣେ ଯୁବକ ନିକଟକୁ ପଠାଇଥିଲେ ।…
Read More...

ଜଣେ ଗର୍ଭବତୀ ବନ ବିଭାଗ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ : ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଗାଁରେ ଜଣେ ଗର୍ଭବତୀ ଜଙ୍ଗଲ ରକ୍ଷୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି । ରାଜ୍ୟ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।ନିଜ ଟ୍ୱିଟର ଆକାଉଣ୍ଟରୁ ଏ ସମ୍ପର୍କରେ…
Read More...

ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ : କଂଗ୍ରେସକୁ ବଡ଼ ଝଟ୍‌କା, ବିଦ୍ରୋହୀ ନେତା ଦୁର୍ଗେଶ ଲାଲ ପୁଣିଥରେ ବିଜେପିରେ ଯୋଗଦେଲେ

ପୁରୋଲା : ନିର୍ବାଚନ ପୂର୍ବରୁ କଂଗ୍ରେସ ଉତ୍ତରାଖଣ୍ଡରେ ଏକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବିଜେପି ତାହାର ନେତାଙ୍କୁ ଫେରାଇ ଆଣିଛି । ଗୁରୁବାର ଦିନ ବିଦ୍ରୋହୀ ନେତା ଦୁର୍ଗେଶ ଲାଲ ନିଜ ଦଳକୁ ଫେରିଛନ୍ତି । ସେ ପୁଣି ଥରେ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି । ବିଜେପି ସାଂସଦ ନରେଶ…
Read More...

ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଂଚିଲେ, ବିଜେପିରେ ଯୋଗଦାନ

ନୂଆଦିଲ୍ଲୀ : ଆଜି ଉତ୍ତରପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ଅଶାନ୍ତ ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାସ୍ତବରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା…
Read More...

ଡବ୍ଲ୍ୟୁଏଚ୍‌ ମୁଖ୍ୟଙ୍କ ଚେତାବନୀ : ଓମିକ୍ରନ୍‌ ପରେ ନୂଆ ଭାରିଆଂଟ ଆସିବ, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌) ମୁଖ୍ୟ ଟେଡ୍ରୋସ ଅଡାନୋମ ମଙ୍ଗଳବାର ଦିନ ଚେତାବନୀ ଦେଇଛନ୍ତି ଯେ, କୋଭିଡ-୧୯ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହା ସହିତ ଓମିକ୍ରନ୍‌ ଭାରିଆଂଟର ହାଲୁକା ହେବାର ଦାବୀ…
Read More...

ସୁପ୍ରିମ୍‌କୋଟରେ ମଧ୍ୟ କରୋନା ଘନଉଛି

ନୂଆଦିଲ୍ଲୀ : ସୁପ୍ରିମ୍‌କୋଟରେ କରୋନା ଆତଙ୍କ ଖେଲାଇ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁପ୍ରିମ୍‌କୋଟର ୧୦ ଜଣ ବିଚାରପତିଙ୍କ ସହ ଶତକଡା ୩୦ ଭାଗ କର୍ମଚାରୀଙ୍କ ରିର୍ପୋଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହି ସଂକ୍ରମଣ କୋଟର କାମ ଉପରେ ପ୍ରଭାବ ପକାଇଛି । ଯେଉଁ କର୍ମଚାରୀଙ୍କ…
Read More...

ଦେଶରେ କରୋନାର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଂଟା ମଧ୍ୟରେ ୪୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ କରୋନା ଭୂତାଣୁର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହି ସମୟରେ କରୋନା ସଂକ୍ରମଣ ହେତୁ ୪୪୧ ଜଣଙ୍କର ମୃତ୍ୟୁ ଘଟିଛି…
Read More...

କରୋନାରେ ଆକ୍ରାନ୍ତ ହେଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ

ହାଇଦ୍ରାବାଦ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଥିବା ନେଇ ସେ ଏକ ଟ୍ୱିଟ୍‍ ଜରିଆରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି ।…
Read More...