Browsing Tag

news of india

ହିମାଚଳ ପ୍ରଦେଶରେ ଆସନ୍ତା ୧୦ରୁ ଖୋଲିବ ସବୁ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା

ରାଜ୍ୟ ସରକାର ଜାରି କଲେ ଏସ୍‌ଓପି : ମନ୍ଦିରକୁ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ହେବ ଅଲଗା ଅଲଗାହିମାଚଳ : ହିମାଚଳ ପ୍ରଦେଶ ସରକାର କିଛି ସର୍ତ୍ତ ସହ ଦୀର୍ଘ ୫ ମାସ ପରେ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା ଖୋଲିବାକୁ ଅନୁମତି ଦେଇଛନ୍ତି । ଆସନ୍ତା ୧୦ ସେପ୍ଟେମ୍ବରରୁ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ
Read More...

ପପ୍‌-ଜି ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା : ଖୁବଶୀଘ୍ର ଦେଶକୁ ମିଳିବ ଏହାର ବିକଳ୍ପ

ନୂଆଦିଲ୍ଲୀ : ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ ପପ୍‌-ଜିକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର। କିନ୍ତୁ ପପ୍‌-ଜି
Read More...

ଲଦାଖ ସୀମାରେ ବଢ଼ୁଛି ଉତ୍ତେଜନା

ଲଦାଖ : ଲଦାଖ ସୀମାରେ ଚୀନ ସହ ବିବାଦ ବଢ଼ିବାରେ ଲାଗିଥିବା ବେଳେ ଉତ୍ତେଜନା ଲାଗି ରହିଛି । ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି ଯେ, ଆଜି ଯେଉଁ ସ୍ଥିତି ଲଦାଖ ସୀମାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ଦୀର୍ଘ ୪୦ ବର୍ଷ ହେଲା ଦେଖିବାକୁ ମିଳି ନଥିଲା । ୧୯୬୨ ପରେ ଏଭଳି ସ୍ଥିତି
Read More...

ଗତ ୨୪ ଘଂଟାରେ ଦେଶରେ ୮୬,୪୩୨ ଜଣ ଆକ୍ରାନ୍ତ : ୧୦୮୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଂଟାରେ ପୁଣି ଶିଖର ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ସରକାରୀ ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ପୁଣି ଦେଶରେ ଆକ୍ରାନ୍ତ ହୋଇଛନ୍ତି ୮୬,୪୩୨ ଜଣ ଏବଂ କରୋନା କବଳରେ ମୃତ୍ୟୁବରଣ କରିଛନ୍ତି ୧୦୮୯ ଜଣ । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ୪୦ ଲକ୍ଷ ଅତିକ୍ରମ କରିଛି
Read More...

ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

● ଖାକି ପୋଷାକର ମର୍ୟ୍ୟାଦାକୁ ନଷ୍ଟ କରନାହିଁ – ପ୍ରଧାନମନ୍ତ୍ରୀ● କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ସଭିଏଁ ଦେଖିଲେ ପୁଲିସ ଅଧିକାରୀଙ୍କ ମାନବିକତାନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ)
Read More...

କୋଭିଡ-୧୯ ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁଲା ଭାରତ

● କ୍ରମାଗତ ଦୁଇ ଦିନ ୧୧.୭୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା● ଅଧିକ ପରୀକ୍ଷଣ ସତ୍ତ୍ୱେ ଦୈନିକ ଓ ସମୁଦାୟ ସଂକ୍ରମିତ ହାର ୭.୫ ଓ ୮.୫ ପ୍ରତିଶତରୁ କମନୂଆଦିଲ୍ଲୀ, (ପିଆଇବି) : ଦୈନିକ ୧୦ ଲକ୍ଷରୁ ଅଧିକ ପରୀକ୍ଷଣ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପରେ, କ୍ରମାଗତ ଭାବେ ଦୁଇ ଦିନ ଧରି ଭାରତ
Read More...

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏସ୍‌ସିଓ ବୈଠକରେ ଆତଙ୍କବାଦ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଆତଙ୍କବାଦକୁ ନେଇ ଜବର୍‌ଦସ୍ତ ବର୍ଷିଛନ୍ତି । ନିଜ ସମ୍ବୋଧନରେ ସେ କହିଛନ୍ତି ଯେ, ଭାରତ ସ୍ପଷ୍ଟ ଭାବରେ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ଏହାର ସମର୍ଥକମାନଙ୍କ ନିନ୍ଦା କରୁଛି । ଆମକୁ ପାରମ୍ପାରିକ ତଥା
Read More...

ସବୁପ୍ରକାର ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ : ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ

ଲଦାଖ : ସବୁ ପ୍ରକାର ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି ବୋଲି ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏଲ୍‌ଏସି.ରେ ଗତ ତିନି ମାସ ହେଲା ସ୍ଥିତି ଗମ୍ଭୀର ରହିଛି । କିନ୍ତୁ ସେନାବାହିନୀର ମନୋବଳ ବେଶ୍‌ ଦୃଢ଼ ଅଛି ।
Read More...

ଦେଶରେ ବେଲଗାମ୍‌ ହେଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦେଶରେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବଢ଼ୁଛି, ଲୋକଙ୍କ ଭିତରେ ଛନକା ପଶି ଯାଉଛି । ଏହା ବି ସତ ଯେ, ସୁସ୍ଥତା ହାର ବି ବଢ଼ିବାରେ ଲାଗିଛି । କିନ୍ତୁ ସଂକ୍ରମଣ ଦିଗରେ ବି ଏହା କାୟା ବିସ୍ତାର ହୋଇ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ
Read More...

ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ

• ଗତକାଲି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୮,୫୮୪ ରୋଗୀ• ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ୭୦%ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ଗତକାଲି ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ
Read More...