ଆଜି ଏକ ସମାରୋହରେ ଭାରତୀୟ ବାୟୁ ସେନାରେ ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍
ନୂଆଦିଲ୍ଲୀ, (ପିଆଇବି) : ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଆଜି ସମାରୋହପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବ । ପ୍ରଥମ!-->…
Read More...
Read More...