Browsing Tag

news of india

ଏଲ୍‌ଏସି.ରେ ଚୀନ୍‌ର ବଦ୍‌ମାସୀ କମୁନି : ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ମସ୍କୋରେ ଭାରତ ଏବ ଚୀନ୍‌ର ବିଦେଶ ମନ୍ତ୍ରୀଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏକତରଫା ଭାବେ ଚୀନ୍‌ ଭାରତ ସହିତ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚୀନ୍‌ ସେନା ପେଗୋଙ୍ଗ ଇଲାକାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଏଲ୍‌ଏସି.ରେ ଚୀନ୍‌ର
Read More...

କଙ୍ଗନାଙ୍କ ଡ୍ରଗ୍ସ କେସ୍‌ ତଦନ୍ତ କରିବ ମୁମ୍ବାଇ ପୁଲିସ

ମୁମ୍ବାଇ : କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ କେସ୍‌ର ତଦନ୍ତ ହେବ । ମହାରାଷ୍ଟ୍ର ସରକାର ତଦନ୍ତର ଆଦେଶ ଦେଇଛନ୍ତି । ତେବେ ମୁମ୍ବାଇ ପୁଲିସକୁ ତଦନ୍ତର ଦାୟତ୍ୱ ପ୍ରଦାନ କରାଯାଇଥିବା ଖବରରେ କୁହାଯାଇଛି । ମୁମ୍ବାଇ ପୁଲିସକୁ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରିବା ସକାଶେ ଅଫିସଆଲ୍‌ ଚିଠି
Read More...

ଦେଶରେ କରୋନା ସ୍ଥିତି ଅସମ୍ଭାଳ : ଗତ ୨୪ ଘଂଟାରେ ୯୬,୫୫୧ ଆକ୍ରାନ୍ତ, ୧୨୦୯ ମୃତ

ନୂଆଦିଲ୍ଲୀ : ପ୍ରତ୍ୟହ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଠିକ୍‌ ଠଉରେଇ ହେଉଛି, ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ୯୬,୫୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୯ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରତିଦିନ କରୋନା ଏବେ ନୂଆ ରେକଡର଼୍ ସୃଷ୍ଟି କରି
Read More...

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ• ଦେଶର ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଉଚ୍ଚାଭିଳାଷୀ ଯୋଜନା• ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ଆଣିବ ନୂଆ ମାପଦଣ୍ଡ•
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ

● ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବନୂଆଦିଲ୍ଲୀ, (ପିଆଇବି) : କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର
Read More...

ମମତାଙ୍କ ଉପରେ ନଡ୍ଡା ବର୍ଷିଲେ : ହିନ୍ଦୁ ବିରୋଧୀ ଆଖ୍ୟା ଦେଲେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମମତାଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି ଶ୍ରୀ ନଡ୍ଡା । ସେ ଆରୋପ ଲଗାଇଛନ୍ତି ଯେ, ମମତା ତୁଷ୍ଟିକରଣ ଏବଂ ଭୋଟ ବ୍ୟାଙ୍କର ରାଜନୀତି
Read More...

ପରେଶ ରାୱଲ ହେଲେ ଏନ୍‌ଏସ୍‌ଡ଼ି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡ୍‌ର ବଳିଷ୍ଠ ପ୍ରତିଭାବାନ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ପରେଶ ରାୱଲ୍‌ଙ୍କୁ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡ଼ି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ସୂଚନା ଦେଇଥିବା ବେଳେ ସେ
Read More...

ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା : ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ‘ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା’ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି । ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ଜଣ ଆକ୍ରାନ୍ତ ହୋଇଥିବା ଖବର ଛନକା ସୃଷ୍ଟି କରିଛି ଭାରତୀୟଙ୍କ ମନରେ । ପୁଣି ୧,୧୭୨ ଜଣ ଗତ ୨୪ ଘଂଟାରେ ପ୍ରାଣ ହରାଇଛନ୍ତି କରୋନାର ନୃଶଂସ ସଂକ୍ରମଣରେ ।
Read More...

୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ରେଲୱେ ଅନୁସାରେ ସଂପୃକ୍ତ ଟ୍ରେନ୍‌ଗୁଡ଼ିକ ଆଗରୁ ଚାଲିଥିବା ୨୩୦ ସ୍ପେସାଲ୍‌ ଟ୍ରେନ୍‌ଠାରୁ ଅଲଗା ହେବ । ଆଜି ଦିନ ୧୦ଟାରୁ ଏହି ୮୦ ନୂଆ ଟ୍ରେନ୍‌ ପାଇଁ ଟିକେଟିଂ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଏହି ନୂଆ
Read More...

ଆଜି ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କାର୍ୟ୍ୟକ୍ଷମ ହେବ ଇ-ଗୋପାଳ ଆପ୍‌; ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ତଥା ସୂଚନା ପୋର୍ଟାଲ, ଯାହାକୁ ଚାଷୀ ସିଧାସଳଖ ବ୍ୟବହାର କରିପାରିବେ• ବିହାରରେ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ପାଇଁ ଆଉ କେତେକ କାର୍ୟ୍ୟକ୍ରମ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ
Read More...