Browsing Tag

news of india

ନକଲି ସୁନାର କମାଲ୍‌ : ବ୍ୟାଙ୍କରେ ବନ୍ଧକ ରଖି କୋଟି କୋଟି ଟଙ୍କାର ଋଣ ଠକେଇ

ସୁରଟ : ନକଲି ସୁନାର କମାଲ୍‌ ଶୁଣିଲେ ତାଜୁବ୍‌ ହୋଇଯିବେ । ନକଲି ସୁନା ବ‌ନ୍ଧକ ରଖ କୋଟି କୋଟି ଟ‌ଙ୍କାର ଋଣ ଠକେଇ ହୋଇଥିବା ଭଳି ଏକ ଗୁରୁତର ଅଭିଯୋଗ ସାମ୍‌ନାକୁ ଆସିଛି । ଗୁଜୁରାଟର ସୁରଟରେ ନକଲି ସୁନା ଦେଇ ୩୦ ଜଣ ଗ୍ରାହକ ୪୧ ଥର ସୁନା ବନ୍ଧକ ରଖି ଋଣ ନେଇଥିବା ଜଣାପଡ଼ିଛି ।
Read More...

ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ମାମଲା

● ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ କମ୍ କରୋନା ମାମଲା ଦେଖାଦେଇଛି, ଅର୍ଥାତ୍ ୪୫,୬୭୪ ଜଣ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଟୋବର ୧୫ ତାରିଖରୁ ଦୈନିକ କରୋନା ମାମଲା ହ୍ରାସ ପାଇ
Read More...

ଚଳିତ ବର୍ଷ ଅଯୋଧ୍ୟାରେ ଭର୍ଚୁଆଲ ଦୀପାବଳୀ

ଲଖ୍‌ନୋ : ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବ । ମହାମାରୀ କରୋନା ପାଇଁ ଏ ବର୍ଷ ସମସ୍ତ ପୂଜା ପର୍ବ ବନ୍ଦ ରହିଥିବା ବେଳେ ନିକଟରେ ଦୂର୍ଗାପୂଜା ମଧ୍ୟ ନିରାଡମ୍ବରରେ ପାଳନ କରାଯାଇଛି । ତେବେ ଏଥର ଦୀପାବଳୀ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି ।
Read More...

ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ତେଜସ୍ୱୀ ଶିବିରରେ ଖୁସିର ମାହୋଲ

ପାଟନା : ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ତେଜସ୍ୱୀ ଖୁସ୍‌ ଅଛ‌ନ୍ତି । ବିଜେପି ଓ ଜେଡିୟୁ ସରକାର ଗାଦିଚ୍ୟୁତ ହେବ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଥିବା ବେଳେ ତେଜସ୍ୱୀ ଶିବିରରେ ଖୁସିର
Read More...

ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଛି ମହାରାଷ୍ଟ୍ର ପୋଲିସ । କୁହାଯାଇଛି ଯେ, ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ଆଲିବାଗ
Read More...

ବିହାର ବିଧାନସଭା ନିର୍ବାଚନ : ଏଥର କିଏ ହାତେଇବ ଶାସନ, ଦେଖନ୍ତୁ ଏକ୍‌ଜିଟ୍‌ ପୁଲ୍

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହ ଜଡିତ ଶନିବାର ଦିନ ହୋଇଥିବା ଏକଜିଟ୍ ସର୍ଭେ ଅନୁଯାୟୀ, ଆରଜେଡି ନେତୃତ୍ୱାଧୀନ ବିରୋଧୀ ମହାସଂଘ ଶାସକ ଏନଡିଏ ଉପରେ ସଫଳତା ହାସଲ କରିବାକୁ ଯାଉଛି । ଅନ୍ତତ ତିନି ପକ୍ଷେ ତିନିଟି ଏକଜିଟ୍ ପୋଲରେ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ
Read More...

ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କ ଉପରାଷ୍ଟ୍ରପତି ହୋଇଥିବା ନେଇ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ,
Read More...

କରୋନା ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା : ଏସ୍‌ଏମ୍‌ଏସ୍‌ ‌ଦ୍ୱାରା ସୂଚନା ଉପଲବ୍ଧ ହେବ – କେବେ,…

ନୂଆଦି‌ଲ୍ଲୀ : ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ସମଗ୍ର ବିଶ୍ୱରେ ଲୋକମାନେ ଏକ ନିରାପଦ ଏବଂ ପ୍ରଭାବଶାଳୀ ଟୀକାକୁ ଅପେକ୍ଷା କରିଛନ୍ତି। ରୁଷ୍‌ ଏବଂ ଚୀନ୍ ପରେ ଭାରତ, ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଏହି ଟୀକା ଉପରେ ସଫଳତାର ନିକଟତର ହୋଇଛ‌ନ୍ତି । ଭାରତରେ ତିନୋଟି ଟୀକା
Read More...

ବଜାରକୁ ପ୍ରବେଶ କଲା ମାତ୍ର ୬୯୯ ଟଙ୍କା ମୂଲ୍ୟରେ ଡିଟେଲ ଡି-୧ଗୁରୁର ମୋବାଇଲ

ନୂଆଦିଲ୍ଲୀ : ବଜାରକୁ ପ୍ରବେଶ କଲା ଡ଼ିଟେଲ କମ୍ପାନୀର ଆଉ ଏକ ନୂଆ ମୋବାଇଲ ଫୋନ୍‌ । ଡିଟେଲ କମ୍ପାନୀ ଶସ୍ତାରେ ଫିଚର୍‌ ଫୋନ୍‌ ପ୍ରସ୍ତୁତ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଡିଟେଲ ଡି-୧ଗୁରୁର ବର୍ତ୍ତମାନ ଭାରତୀୟ ବଜାରରେ ପ୍ରବେଶ କରିସାରିଛି । ଡି-୧ଗୁରୁରରେ ହ୍ୱାଟ୍ସଆପ୍‌ ଭଲି
Read More...