csstore

ବଜାରକୁ ପ୍ରବେଶ କଲା ମାତ୍ର ୬୯୯ ଟଙ୍କା ମୂଲ୍ୟରେ ଡିଟେଲ ଡି-୧ଗୁରୁର ମୋବାଇଲ

ନୂଆଦିଲ୍ଲୀ : ବଜାରକୁ ପ୍ରବେଶ କଲା ଡ଼ିଟେଲ କମ୍ପାନୀର ଆଉ ଏକ ନୂଆ ମୋବାଇଲ ଫୋନ୍‌ । ଡିଟେଲ କମ୍ପାନୀ ଶସ୍ତାରେ ଫିଚର୍‌ ଫୋନ୍‌ ପ୍ରସ୍ତୁତ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଡିଟେଲ ଡି-୧ଗୁରୁର ବର୍ତ୍ତମାନ ଭାରତୀୟ ବଜାରରେ ପ୍ରବେଶ କରିସାରିଛି । ଡି-୧ଗୁରୁରରେ ହ୍ୱାଟ୍ସଆପ୍‌ ଭଲି ମ୍ୟାସାଜିଂ ଆପ୍‌ ରହିଛି । ୧.୮’’ ଏଲ୍‌ସିଡି ଡିସପ୍ଲେ, ୧ ହଜାର ଏମ୍‌ ଏଚ୍‌ ବ୍ୟାଟେରୀ, ଡୁଆଲ୍‌ ଫ୍ଲାସ୍‌ ଲାଇଟ୍‌, ଅଡିଓ ଏବଂ ଭଡିଓ ପ୍ଲୋୟାର୍‌, ଡିଜିଟାଲ୍‌ କ୍ୟାମେରା, ଏଫ୍‌ଏମ୍‌ ରେଡିଓ ରହଥିବା ବେଳେ ଏହି ମୋବାଇଲ ବର୍ତ୍ତମାନ ଭାରତରେ ଗାଢ ନୀଳ ଏବଂ କଳା ରଙ୍ଗର ଉପଲବ୍ଧ ହେଉଛି ଏବଂ ଏଥିରେ ୧୬ ଜିବି ପର୍ଯ୍ୟନ୍ତ ମେମୋରୀ, ବ୍ଲୁଟୁଥ୍‌ ଡାଏଲର୍‌ ଏବଂ ଜିପିଆର୍‌ଏସ୍‌ ରହିଥିବା କୁହାଯାଇଛି ।

jayashree
Leave A Reply

Your email address will not be published.