Daily Archives

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଆୟୋଜିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଆୟୋଜିତ ହୋଇଯାଇଛିଫ ମୁଖ୍ୟ ଅତିଥି ଭାବେ ଆଗଲପୁର ବିଇଓ ଶ୍ୟାମ ମେହେର ଯୋଗଦେଇ ଥିବା ବେଳେ ସାଧନକେନ୍ଦ୍ର ସଂଯୋଜକ ଦେବାଶିଷ ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି
Read More...

ପୁରେନାରେ ନେଟୱର୍କ ଥାଇ ବି ଠିକ୍ ଭାବରେ ୪ଜି ସେବା ଚାଲୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ବସଷ୍ଟାଣ୍ଡରେ ଦୀର୍ଘ ଦିନ ଧରି ରହିଛି ଏୟାରଟେଲ ଟାୱାର ହେଲେ ପୁରେନା ବସ୍ତି ଅଞ୍ଚଳକୁ ଠିକ୍ ଭାବରେ ନେଟୱର୍କ ଆସୁଛି ହେଲେ ଠିକ୍ ଭାବରେ ୪ଜି ସେବା ଚାଲୁନି ଯାହା ଫଳରେ ନାହଁ ନଥିବାରେ
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ କଲଚରାଲ ଏକାଡେମୀର ସାହିତ୍ୟ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ସପ୍ତମ ସନ୍ଧ୍ୟାରେ କଲଚରାଲ ଏକାଡେମୀର ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଅଶୋକ କୁମାର
Read More...

ରତାଖଣ୍ଡିରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ସୁଭଦ୍ରା କୁମ୍ଭାରଙ୍କ ସଭାପତିତ୍ୱରେ ଶିକ୍ଷକ ଶମ୍ଭୁ ପ୍ରସାଦ ସାଏ ପଟେଲ ସଂଯୋଜନା
Read More...

ମୁରିବାହାଲ ଜିଲ୍ଲାସ୍ତରୀୟ ଫୁଟବଲ୍ ଫାଇନାଲରେ ନକଟାସରକୁ ୩-୦ ଗୋଲରେ ହରାଇ ଜରାସିଂହା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ଚାଲିଥିବା ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଜରାସିଂହା ଓ ନକଟାସର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More...

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯୁବ କୁଲୁତା ସମାଜ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ଜନ୍ମଦିନକୁ ଲୋକେ ବନ୍ଧୁବାନ୍ଧବଙ୍କ ଗହଣରେ କେକ୍‌ କାଟି ନାଚଗୀତ, ବ୍ୟାଣ୍ଡ ବାଜା ସହ ବଡ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । କିନ୍ତୁ ଠିକ୍‌ ସେତିକି ବେଳେ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି
Read More...

ବିଜେଡି ଦଳକୁ ବଡ଼ ଝଟକା : ବିଜେପିରେ ମିଶିଲେ ବିଜେଡି ନେତା

ଲୋଇସିଂହା : ବରକାନୀ ସମିତି ସଭ୍ୟ ବାଳକୃଷ୍ଣ କୁମ୍ଭାର, ମାଧିଆପାଲି ସମିତି ସଭ୍ୟ ମନ ପଟେଲ, ଭୁଣ୍ଡିମୁହାଁଣ ସମିତି ସଭ୍ୟ ସୁବୋଧ ବରିହା, ମାୟାବର୍ହା ସମିତି ସଭ୍ୟ ଗୌତମ ସେଠ, ସାହାଜ ବାହାଲ ସମିତି ସଭ୍ୟ ବିନୋଦ ମହାଲିଙ୍ଗ ଏବଂ ଚୁଡ଼ାପାଲି ସମିତି ସଭ୍ୟ ଚୈତନ୍ୟ ମହାଲିଙ୍ଗ, ପ୍ରତାପ ଯୋଶୀ,
Read More...

କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇଶକନ୍ଦାରେ ଆବର୍ଜନା ସୁପରିଚାଳନା କର୍ମଶାଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇଶକନ୍ଦାରେ ଆବର୍ଜନାର ସୁପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚୁମକୀ ବିଶି ଶିଶୁମାନଙ୍କୁ
Read More...

ସାମୁହିକ ବ୍ରତୋପନୟନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦଇତାପତି ସେବାୟତ ନିଯୋଗ ଆବାହକତ୍ୱରେ ସାମୁହିକ ବ୍ରତୋପନୟନ ଉତ୍ସବ କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଆଖଣ୍ଡଳମଣି ଓ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପନୟନ କାର୍ଯ୍ୟକ୍ରମରେ ରାଉରକେଲା, ବଣେଇ, ଛତିଶଗଡ଼, ଦଳପୋଷ,
Read More...

ଟିଟିଲାଗଡ଼ ସିରିଡ଼ି ସାଇ ସଂସ୍ଥାନର ମନ୍ଦିର ପ୍ରତିଷ୍ଠା ପାଇଁ ବାହାରିଲା କଳସ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନେହେରୁ ନଗର ପଡ଼ା ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ସିରିଡ଼ି ସାଇ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । ଏହି ଅବସରରେ ସ୍ଥାନୀୟ ମନ୍ଦିର ନିକଟରୁ ଏକ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମନ୍ଦିରକୁ ଯାଇଥିଲା । ଏହି କଳସ
Read More...