Daily Archives

ହ୍ୟୁମାନିଟୀ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲର, ରତିକାନ୍ତ ଶୁକ୍ଳା ।

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଉତ୍ତମ ଜେଲର ଉତ୍କର୍ଷ ସେବା ପାଇଁ ରାଷ୍ଟ୍ରପତି ସମ୍ମାନ ପାଇ ଆମ ସହର ରାଉରକେଲା ପାଇଁ ଗର୍ବ ଓ ଗୌରବ ଅଧିକାର କରିଛନ୍ତି ଜେଲର ରତିକାନ୍ତ ଶୁକ୍ଳା । ଆଜି ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ରତିକାନ୍ତ ଶୁକ୍ଲାଙ୍କୁ ଭବ୍ୟ ସ୍ୱାଗତ ଜଣାଇବାସହିତ
Read More...

ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ
Read More...

ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଞ୍ଚଳର ଭିତ୍ତିଭୂମି ତଥା ରାଜ୍ୟର ସାମଗ୍ରୀକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପରିପ୍ରେକ୍ଷୀରେ
Read More...

ରୁଗୁଡ଼ିଖାଲ ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞ

ରାବଣ ଦରବାର ମୁଖ୍ୟ ଆକର୍ଷଣ ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ନିକଟସ୍ଥ ରୁଗୁଡ଼ିଖାଲ୍ ସ୍ଥିତ ମାନସ ବିହାରରେ ଚାଲିଥିବା ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞର ଷଷ୍ଠ ଦିନର ସାଂସ୍କୃତିକ ସନ୍ଧ୍ୟାର ତୃତୀୟ ଦିବସ । ଏହି ଅବସରରେ ଆୟୋଜିତ
Read More...

ଆନ୍ତର୍ଜାତୀୟ କରାଟେରେ ବଲାଙ୍ଗିରକୁ ୭ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଦିନ ଧରି ମୁମ୍ବାଇର ପ୍ରିୟଦର୍ଶିନୀ ସ୍ପୋର୍ଟ କମ୍ପେ୍ଲକ୍ସଠାରେ ୩୦ତମ ଏସିୟା ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ କରାଟେ ଏକାଡେମୀର ୪ ଜଣ ଛାତ୍ର ଭାଗ ନେଇ ସଫଳତା ହାସଲ କରିଛନ୍ତି । ଏଥିରେ ଜୁନିୟର ୧୨ ବର୍ଷ ବାଳକ
Read More...

ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ର ବିରୋଧୀ ମୋହନ ଭାଗବତଙ୍କ ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିଥିବା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର
Read More...

ସରକାରୀ ଏସ୍‌.ଏସ୍‌.ଡି.ଉଚ୍ଚ ବିଦ୍ୟାଳୟ ମଦନପୁର ଠାରେ ବାର୍ଷିକ ଉତ୍ସବ – ୨୦୨୫

ମ. ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ବୁଧବାର ବାର୍ଷିକ ଉତ୍ସବ - ୨୦୨୫ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ
Read More...

କୁତୁର୍ଲାରେ କୃଷକଙ୍କ ପାଇଁ କିସାନ ପାଠଶାଳା ଆୟୋଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ନାବାର୍ଡ ଏବଂ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏକ କିସାନ ପାଠଶାଳା ଆୟୋଜିତ ହୋଇଯାଇଛି । ସୁନାମ ଧନ୍ୟ ତାଲିମଦାତା ତଥା କିସାନ ପାଠଶାଲାର ସଂସ୍ଥାପକ ଡଃ. ବଳରାମ କିସାନ ଉପସ୍ଥିତ କୃଷକମାନଙ୍କୁ
Read More...

ମୁରସିଂ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ

ଗୁଞ୍ଜିମୁଣ୍ଡାକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ମାନ୍ୟତା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ମୁରସିଂ ତଥା ସଇଁନ୍ତଳା ରେଞ୍ଜ କନ୍ଧକେଲଗାଁ ସେକସନର ମୁରସିଂ ଗୁଞ୍ଜିମୁଣ୍ଡାଠାରେ ଗୁଞ୍ଜିମୁଣ୍ଡା ପ୍ରକଳ୍ପରେ ପାଣିର ସୁରକ୍ଷା ସହ
Read More...

ବିକଶିତ ଗାଁ ବିକଶିତ ଓଡିଶା’ର ଶୁଭ ଉଦ୍‌ଘାଟନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜଙ୍କିଆରେ ଉପସ୍ଥିତି ରହି ଶୁଭାରମ୍ଭ କରିଥିବା
Read More...