Browsing Tag

news of india

ଏନଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡ଼ା ଟକ୍କର : ଭୋଟ ବ୍ୟବଧାନ କମୁଛି

ରାଂଚି : ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ମିଳିତ ମଞ୍ଚ ୧୦୯ ଟି ଆସନରେ ଏବଂ ଗ୍ରାଣ୍ଡ ଆଲାଏନ୍ସ ୧୦୬ ଟି ଆସନରେ ଆଗୁଆ ରହିଛି । ଏନଡିଏ ସହଯୋଗୀ ଦଳ ଏବଂ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି । ଏଥି ସହିତ, ଏଆଇଏମ୍‌ଆଇଏମ୍‌ ୧ ଟି ସିଟ୍ ଜିତିଛି ଏବଂ
Read More...

ପରାଜୟ ପାଇଁ ଟ୍ରମ୍ପ ଗଣମାଧ୍ୟମକୁ ଦାୟୀ କଲେ : କହିଲେ, ଏମାନଙ୍କୁ ନିର୍ବାଚନରେ ​​ହସ୍ତକ୍ଷେପରୁ ଦୂରେଇ ରଖାଯାଉ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପରାଜୟ ପାଇଁ ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ସ୍ରୋତର ଗଣମାଧ୍ୟମକୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ନିର୍ବାଚନରେ ​​ହସ୍ତକ୍ଷେପ ନ କରିବାକୁ ସେ ଦାବୀ କରିଛନ୍ତି । ସୋମବାର ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନିର୍ବାଚନରେ ​​ଗଣମାଧ୍ୟମର ମନୋଭାବ
Read More...

ଗୁଗୁଲ୍‌ ରିପୋର୍ଟ : ଗୁଡ଼ ମ‌ର୍ଣ୍ଣି‌ଙ୍ଗ୍‌ ମେସେଜ୍‌ରେ ଭାରତର ୩୦ ପ୍ରତିଶତ ଲୋକଙ୍କ ସ୍ମାର୍ଟଫୋନ୍‌ ମେମୋରି ଫୁଲ୍‌

ନୂଆଦିଲ୍ଲୀ : ଗୁଗୁଲ୍‌ର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମାନେ ପ୍ରତିଦିନ ସକାଳେ ଏତେ ଗୁଡ଼ ମ‌ର୍ଣ୍ଣି‌ଙ୍ଗ୍‌ ମେସେଜ୍‌ ପଠାନ୍ତି ଯେ ଏହି ବାର୍ତ୍ତାରେ ଏବଂ ଚିତ୍ରରେ ଭାରତର ୩୦ ପ୍ରତିଶତ ଲୋକଙ୍କ ସ୍ମାର୍ଟଫୋନ୍ ମେମୋରି ଫୁଲ୍‌ ହୋଇଯାଏ ।
Read More...

କେରଳ : ଡଙ୍ଗାରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କଲେ ନାବିକମାନେ

କେରଳ : ସୋମବାର କେରଳର କାଳିଅମ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଥିଲା ବେଳେ ଦେଖୁ ଦେଖୁ ନିଆଁ ଡଙ୍ଗାରେ ଅତି ଶୀଘ୍ର ବ୍ୟାପିବାରେ ଲାଗିଥିଲା । ନାବିକମାନେ କୌଣସି ପ୍ରକାରେ ଡଙ୍ଗାରୁ ସମୁଦ୍ରକୁ ଡେଇଁ ନିଜ ନିଜ ଜୀବନ ରକ୍ଷା କରିଥିଲେ । ଖୁସିର କଥା, ଏହି ଦୁର୍ଘଟଣାରେ କୌଣସି
Read More...

୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପଞ୍ଚଦଶ ଅର୍ଥ ଆୟୋଗ

ନୂଆଦିଲ୍ଲୀ, (ପିଆଇବି) : ପଞ୍ଚଦଶ ଅର୍ଥ ଆୟୋଗଙ୍କ ପକ୍ଷରୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଗତକାଲି ୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ୫ବର୍ଷ ଅବଧିର ରିପୋର୍ଟ ପ୍ରଦାନ କରାଯାଇଛି । ଆୟୋଗର ଅଧ୍ୟକ୍ଷ ଶ୍ରୀ ଏନ୍‌.କେ. ସିଂହ, ଏହାର ସଦସ୍ୟ ଶ୍ରୀ ଅଜୟ ନାରାଣୟ ଝା, ପ୍ରଫେସର ଅନୁପ
Read More...

ଆୟକର ଆପିଲେଟ ଟ୍ରିବ୍ୟୁନାଲ କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

• ୧.୬୦ ଏକର ଜମିରେ ନିର୍ମିତ କାର୍ୟ୍ୟାଳୟରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ• ଉଦଘାଟନୀ ସମାରୋହରେ ଯୋଗ ଦେବେ କେନ୍ଦ୍ର ଆଇନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଚାରପତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ
Read More...

ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

• ଦୀପାବଳି ପାଇଁ ସ୍ଥାନୀୟ ସାମଗ୍ରୀ କିଣିବାକୁ ଜନତାଙ୍କୁ ଆହ୍ୱାନ• ବାରାଣସୀର ସଂଯୋଗ ବ୍ୟବସ୍ଥା ଉପରେ ସରକାର ସର୍ବଦା ଅଗ୍ରାଧିକାର ଦେଉଛନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ
Read More...

୩୭ ଦିନ ଧରି ଭାରତରେ ନୂଆ କରୋନା ମାମଲାକୁ ପଛରେ ପକାଇ ଚାଲିଛି ଆରୋଗ୍ୟ ସଂଖ୍ୟା

• ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି ନୂଆଦିଲ୍ଲୀ, (ପିଆଇବି) : ଦ୍ୱିତୀୟ ଦିନ ପାଇଁ ଭାରତରେ ନୂଆ କରୋନା ମାମଲା ଗତକାଲି ୨୪ ଘଣ୍ଟାରେ ୫୦,୦୦୦ ଡେଇଁ ନାହିଁ । ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ ଲୋକ କୋଭିଡ-୧୯ ପଜିଟିଭ ଚିହ୍ନଟ
Read More...

ମହିଳା ଟି -୨୦ ଚ୍ୟାଲେଞ୍ଜ : ସୁପର୍‌ ନୋଭାସ୍‌କୁ ୧୬ ରନରେ ହରାଇ ଟ୍ରେଲବ୍ଲେଜର୍ସ ଚାମ୍ପିଅନ

ସାରଜା : ହରମନପ୍ରୀତ କୌରଙ୍କ ସୁପରନୋଭାସର ହ୍ୟାଟ୍ରିକ୍ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ଜିତିବା ସ୍ବପ୍ନକୁ ଟ୍ରେଲବ୍ଲେଜର୍ସ ଭାଙ୍ଗି ଦେଇଛି। ‌ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ସୋମବାର ୧୬ ରନ୍‌ରେ ସୁପରନୋଭାସକୁ ହରାଇ ଏହି ୩ ଦଳିଆ ପ୍ରତିଯୋଗିତାର ନୂଆ ବିଜେତା ହୋଇଛି।
Read More...

ଭାରତୀୟଙ୍କ ପାଇଁ ଗୌରବର କଥା : ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ…

‌ୱାଶିଂଟନ୍‌ : ଭାରତୀୟଙ୍କ ପାଇଁ ଗୌରବର କଥା । ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ କମଳା ହ୍ୟାରିସ୍‌ । ତା‌ଙ୍କ ପୂରା ନାମ କମଳାଦେବୀ ହ୍ୟାରିସ୍ । ମାତା ହେଉଛ‌ନ୍ତି ଶ୍ୟାମଳା ଗୋପାଳନ ଓ ବାପା ଡୋନାଲ୍ଡ ଜେ. ହ୍ୟାରିସ୍ ।
Read More...