om academy

ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

jsm

ନୂଆଦିଲ୍ଲୀ : ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କ ଉପରାଷ୍ଟ୍ରପତି ହୋଇଥିବା ନେଇ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ, ବାଇଡେନ-ହ୍ୟାରିସ ପ୍ରଶାସନ ସହିତ ଭାରତ-ଆମେରିକା ସମ୍ବନ୍ଧ ନୂତନ ଶିଖରକୁ ଛୁଇଁ ପାରିବ ।

Leave A Reply

Your email address will not be published.