ଶ୍ରେଷ୍ଠ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଆକାଶ ନାୟକ
ନୟାଗଡ : ସର୍ବଭାରତୀୟ ସ୍ଥରରେ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଆକାଶ ନାୟକ । ନୟାଗଡ ଜିଲ୍ଲାର ଇଟାମାଟି ଗାଁର ଆକାଶ ନାୟକ ଏହି କୃତିତ୍ୱ ହାସଲ କରି ପୁରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆକାଶ ଏବେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷର ଛାତ୍ର ଥିବା!-->…
Read More...
Read More...