ରାଇସ ମିଲ୍ରେ ଅଘଟଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାଘୁଆ ଡ୍ୟାମ ରାସ୍ତାରେ ଥିବା ମା' ମଙ୍ଗଳା ରାଇସି ମିଲ୍ରେ ଅଘଟଣ ଘଟିଥିବା ଜଣାପଡିଛି । ଚାଉଳ ଗୋଦାମରେ ଫସି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିସିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଓ କଟକ ଜିଲ୍ଲା!-->…
Read More...
Read More...