ଦୁର୍ଘଟଣାଗ୍ରସ୍ତ ହେଲା ଫର୍ଚୁନର ଗାଡି
ନୟାଗଡ : ଭୁବନେଶ୍ୱରରୁ ନିଖୋଜ ଦୁଇ ଶିଶୁଙ୍କୁ ଚନ୍ଦକା ପୋଲିସ ନେଇ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ବାଣିବୀରୀ ନିକଟରେ ଫର୍ଚୁନର ଏବଂ ଅନ୍ୟ ଏକ କାର୍ ମଧ୍ୟରେ ଧକ୍କା ହୋଇଛି । ସମସ୍ତେ ସୁରକ୍ଷିତ!-->…
Read More...
Read More...