ଦୁର୍ଘଟଣାଗ୍ରସ୍ତ ହେଲା ଫର୍ଚୁନର ଗାଡି

ନୟାଗଡ : ଭୁବନେଶ୍ୱରରୁ ନିଖୋଜ ଦୁଇ ଶିଶୁଙ୍କୁ ଚନ୍ଦକା ପୋଲିସ ନେଇ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ବାଣିବୀରୀ ନିକଟରେ ଫର୍ଚୁନର ଏବଂ ଅନ୍ୟ ଏକ କାର୍‌ ମଧ୍ୟରେ ଧକ୍କା ହୋଇଛି । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଦୁଇ ଶିଶୁଙ୍କୁ ନେଇ ଚନ୍ଦକା ପୋଲିସ ଫେରୁଥିବା ବାଣିଗୋଚ୍ଛା ଥାନା ଅଧିକାରୀଙ୍କଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.

sixteen + ten =

error: Content is protected !!