om academy

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର ବନମାଳ ପରିଡ଼ା

ନୟାଗଡ : ମହାନଦୀ ବାଲିଘାଟରୁ ବାଲି ଚାଲାଣ ହେଉଥିବା ଏକ ହାଇଓ୍ୱା ଗାଡ଼ିକୁ ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ବନମାଳ ପରିଡ଼ାଙ୍କୁ ମାଡ଼ି ବସିଲା ନୟାଗଡ଼ ଭିଜିଲାନ୍ସ ଟିମ୍ । ଘଟଣାସ୍ଥଳରେ ଜବତ କଲେ ୩ ହଜାର ଟଙ୍କା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.

seventeen − 13 =