ପଥର ଖଣି ଉପରେ ବନ ବିଭାଗର ଚାଢାଉ
ନୟାଗଡ : ଓଡଗାଁ ତହସିଲ ଅନ୍ତର୍ଗତ ରୋହିବାଙ୍କ କୋମଣ୍ଡ ଅଂଚଳରେ ଥିବା ଏକ ପଥର ଖଣି ଉପରେ ବନ ବିଭାଗ ଚଢାଉ କରି ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର, ଗୋଟିଏ ଜେସିବି ଓ ୬ଟି ପଥରକଟା ମେସିନ ଜବତ କରିଛି । ଏହି ଅଂଚଳରେ ଦୀର୍ଘଦିନ ଧରି ବେଆଇନ ପଥର ଖଣି ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିଲେ!-->…
Read More...
Read More...