ବଡଉଡ଼ାରରେ ନିଜ ଜନ୍ମ ଦିନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଲୁହାଙ୍କ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୪ହଜାର…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡ଼ାର ପଞ୍ଚାୟତ ବଡଉଡ଼ାର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଲୁହା ଆଜି ଗୁରୁବାର ନିଜର ତେଷଠିତମ ଜନ୍ମଦିବସ ଏକ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି । ସେ ଜନ୍ମ ଦିନକୁ ନିଜ ଗାଁ!-->…
Read More...
Read More...