Browsing Tag

muribahal news

ହଳଦୀ ଗ୍ରାମର ବିବାହିତା ମହିଳାମାନଙ୍କୁ ନୂତନ ରାସନ କାର୍ଡ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ଗ୍ରାମ ନାରୀଶକ୍ତିର ବହୁ ସଂଖ୍ୟକ ବିବାହିତା ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ରାସନ କାର୍ଡ ପାଇବାରୁ ବଞ୍ଚିତ ପ୍ରତିବାଦରେ ମଙ୍ଗଳବାର ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ଏକ ଦାବିପତ୍ର…
Read More...

ମୁରିବାହାଲ ପଞ୍ଚାୟତ ଚମ୍ପିୟାନ ଟ୍ରଫି କ୍ରିକେଟ

ମୁରିବାହାଲକୁ ହରାଇ ଗମ୍ଭାରିଖୋଲା ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ବରାଯୁରା କ୍ରିକେଟ କ୍ଲବ ପକ୍ଷରୁ ଡୁମେରପଡ଼ା ଖେଳ ପଡିଆରେ ଚାଲିଥିବା ଦ୍ଵିତୀୟ ମୁରିବାହାଲ ପଞ୍ଚାୟତ ଚମ୍ପିୟାନ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ…
Read More...

ଚଲକିରେ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୁବ ବିଜେଡି ଜିଲ୍ଲା ସମ୍ପାଦକଙ୍କ କଂଗ୍ରେସରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚଲକିଠାରେ ଚଲକି ପଞ୍ଚାୟତ ଓ ବାନ୍ଧୁପଲା ପଞ୍ଚାୟତକୁ ନେଇ ରବିବାର କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ…
Read More...

ମୁରିବାହାଲରେ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ସଦର ପଞ୍ଚାୟତ ରାଜୀବ ଭବନଠାରେ ଉପଖଣ୍ଡର ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ହୋଇଯାଇଛି ।…
Read More...

ଚାନୁଟମାଲ ଗ୍ରାମରୁ ବିବାହର ମାତ୍ର ୨୩ ଦିନ ପରେ ସୁନା, ରୂପା ଧରି ନବବଧୂ ଶାଶୁଘରୁ ଫେରାର, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର-ବଧୂଙ୍କ ଶୁଭବିବାହକୁ ହୋଇଛି ମାତ୍ର ୨୩ଦିନ । ମାସଟିଏ ବି ପୁରିନି । ଗୋଡ଼ରୁ ଅଳତା କି ହାତରୁ ମେହେନ୍ଦି ଲିଭିନି । ବନ୍ଧୁବାନ୍ଧବ, କୁଣିଆ ଏବେ ଏବେ ଘରୁ ଯାଇଛନ୍ତି । ଆଣିଥିବା ଯୌତୁକ ସାମଗ୍ରୀରେ ଘର ସାଜସଜ୍ଜା ସରିନି । ନୂଆଁ ବୋହୂକୁ ଦେଖିବାକୁ…
Read More...

ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅତି ଗୁରୁତର ବୁର୍ଲା ସ୍ଥାନାନ୍ତର, ଥାନାରେ ମାମଲା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗୁରୁତରଙ୍କ ପତ୍ନୀ ଜୟନ୍ତୀ…
Read More...

ମାଳିଶିରା, ତେନ୍ତୁଳିଖୁଣ୍ଟି, ସିରୋଲ ଓ ବାଙ୍କେଲ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିସିରା ପଞ୍ଚାୟତ, ତେନ୍ତୁଳିଖୁଣ୍ଟି ପଞ୍ଚାୟତ, ସିରୋଲ ପଞ୍ଚାୟତ ଓ ବାଙ୍କେଲ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର…
Read More...

ଡଙ୍ଗରପଡ଼ା ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ବ୍ଲକ ନିକଟରେ ଥାଇ ଗାଁକୁ ନାହିଁ ସବୁଦିନିଆ ରାସ୍ତାମନ୍ତ୍ରୀ ଓ ପ୍ରଶାସନକୁ ଦାବିପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗାଆଁଟି ବ୍ଲକ ସଦର ମହକୁମାଠାରୁ ନିକଟରେ ଥିଲେ ମଧ୍ୟ ଗାଁକୁ ଏକ ସବୁଦିନିଆ ରାସ୍ତା ନ…
Read More...

କଚାରଭାଡ଼ି ଗ୍ରାମରେ ଗାଈ ଫସଲ ଖାଇଦେବାରୁ ଗୋଡ଼କୁ ହାଣିଦେଲା ଦୁର୍ବୃତ୍ତ, ଥାନାରେ ମାମଲା ରୁଜ୍ଜୁ, ଜେଲ ଗଲା ଅଭିଯୁକ୍ତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଞ୍ଚାୟତ କଚାରଭାଡ଼ି ଗ୍ରାମରେ ଏକ ଗାଈ ଫସଲ ଖାଇଦେବାରୁ ଗାଈର ଗୋଡକୁ ହାଣି ଜଣେ ଦୁର୍ବୃତ୍ତ ଜେଲ ଯିବା ଚର୍ଚ୍ଚାର ବିଷୟ ହୋଇଛି । କଚାରଭାଡ଼ି ଗ୍ରାମର ରତନ ନାଗ(୩୫)ଙ୍କ ଏକ ଗାଈ ଗ୍ରାମର ଜଣେ ଚାଷୀଙ୍କ…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଯୁକ୍ତ ୩ ଡ଼ିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର, ବଲାଙ୍ଗିର ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ…
Read More...