ମୁରିବାହାଲ ବ୍ଲକସ୍ତରୀୟ ସଂଶାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଅନ୍ତର୍ଗତ ମୁରିବାହାଲ ବ୍ଲକ ପ୍ରଶାସନ ଓ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବ୍ଲକସ୍ତରୀୟ ସଂଶାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ତା.୨୪/୦୧/୨୦୨୪ରିଖ ଏବଂ ତା.୩୦/୦୧/୨୦୨୪ରିଖ ଦୁଇଦିନ!-->…
Read More...
Read More...