Browsing Tag

muribahal news

ପ୍ରହରୀ ମଣ୍ଡପର କୁମ୍ଭଭରଣ ଉତ୍ସବ

ମୁରିବାହାଲ, (କେପଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବଡସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମରେ ନବ ନିର୍ମିତ ପ୍ରହରୀ ମଣ୍ଡପର କୁମ୍ଭଭରଣ ଉତ୍ସବ ଗତକାଲି ସମ୍ପନ୍ନ ହୋଇଛି । ଜିଲ୍ଲା ପରିଷଦ ଉପସଭାପତି ମିଥିଲା ମାଝି ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
Read More...

ଦେବଙ୍ଗରେ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ୍‌ ଦେବଙ୍ଗ ଗ୍ରାମରେ ଚାଲିଥିବା ଷୋହଳ ପ୍ରହର ନାମଯଜ୍ଞ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ କ୍ଷେତ୍ର ପୁଟେଲ ଓ ପତ୍ନୀ ସୁମିତ୍ରା ପୁଟେଲ କର୍ତ୍ତା, ଗୋପୀନାଥ ମହାପାତ୍ର ପୂଜକ, ରାମଚନ୍ଦ୍ର ତ୍ରିପାଠୀ, ବିପିନ ମହାପାତ୍ର, ଜପକ ଦାୟିତ୍ୱ…
Read More...

ଅଗ୍ନିଶମ ବିଭାଗ ପକ୍ଷରୁ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଦମକଳ କେନ୍ଦ୍ର ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଖୋଲାଯାଇ ଲୋକଙ୍କୁ ଅଂଶୁଘାତ ସମ୍ପର୍କରେ ସଚେତନ କରାଯାଇଛି । ଉଦ୍‌ଘାଟନୀ ସମାରୋହରେ ଅଗ୍ନିଶମ ଅଧିକାରୀ ରଞ୍ଜିତ କେରକେଟା ସଭାପତିତ୍ୱ କରିଥିବା ବେଳେ ଏଥିରେ ମୀନକେତନ ନାଏକ, ଭକ୍ତରାମ…
Read More...

ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ

ମୁରିବାହାଲ : ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ପାଇଁ ମନୋନୀତ ହୋଇଛି । ପ୍ରକାଶ ଯେ, ଏହି ସ୍କୁଲର ୧୭୬ଜଣ ଛାତ୍ରଛାତୀ ୨୦୨୦-୨୧ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ହାଇସ୍କୁଲକୁ ମାଧ୍ୟମିକ ଶିକ୍ଷା…
Read More...

ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୧୮ଜଣ ପ୍ରାର୍ଥୀ କଲେ ଦାଖଲ

ମୁରିବାହାଲ : ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ମୋଟ ୧୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪୦ଜଣ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ବ୍ଲକ୍‌ ଅଫିସରୁ ଫର୍ମ ସଂଗ୍ରହ କରିଥିବାବେଳେ କେବଳ ବ୍ଲକ୍‌ ଉପଧ୍ୟକ୍ଷା ସୁନ୍ଦରମତି ବାଗ ଅଣସଂରକ୍ଷିତ ମୁରିବାହାଲ…
Read More...

ତିରୁପତି-ବିଳାସପୁର ଏକ୍ସପ୍ରେସ୍‌ ଟ୍ରେନ ସାମ୍ନାକୁ ଆସି ଅଜଣା ମହିଳାଙ୍କ ଆତ୍ମହତ୍ୟା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ରହେନଭଟା ଷ୍ଟେସନ ମଧ୍ୟବର୍ତ୍ତୀ ଡଙ୍ଗରପଡ଼ା ଗାଁର ନିକଟରେ ତିରୁପତି-ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌ ସାମନାକୁ ଆସି ଜଣେ ଅଜଣା ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଟିଟିଲାଗଡ଼ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ…
Read More...

ଗୁରୁଣ୍ଡାରେ ସମାଜ ସେବା ଦିବସ ପାଳିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତର ଗୁରୁଣ୍ଡା ଗ୍ରାମଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଏବଂ ଜୟ ଜଗନ୍ନାଥ ଯୁବକ ସଂଘ ଗୁରୁଣ୍ଡାର ଆନୁକୂଲ୍ୟରେ ଜାତୀୟ ଯୁବ ସପ୍ତାହ ଅବସରରେ ସମାଜ ସେବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

୧୦ମ ଗିରିଗୋବର୍ଦ୍ଧନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରି ଗ୍ରାମରେ ଗିରିଗୋବର୍ଦ୍ଧନ କ୍ଳବ ଆନୁକୂଲ୍ୟରେ ୧୦ମ ଗିରିଗୋବର୍ଦ୍ଧନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି କଶ୍ୟପ ସରାଫ, ସମ୍ମାନିତ ଅତିଥି…
Read More...

ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତି ଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ମଠର ମଠାଧିସ ବ୍ରହ୍ମ ସଂପ୍ରାପ୍ତି ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତିଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ ହୋଇଯାଇଛି । ଉକ୍ତ ଯଜ୍ଞରେ ବିଭିନ୍ନ ମଠାଧିସ ବୃନ୍ଦ ଯୋଗଦାନ କରି ବିଶ୍ୱ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଇଁ ନିବେଦନ କରିଥିଲେ ।…
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋଭିଡ ସଚେତନତା ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ପକ୍ଷରୁ କରୋନା ସଚେତନତା ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରି…
Read More...