Browsing Tag

muribahal news

ମୁରିବାହଲ ବ୍ଲକରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଠନ ଦିବସ ପାଳିତ

ମୁରିବାହଲ, (କେପିଏନ୍‌ଏସ୍‌) : ମୁରିବାହଲ ବ୍ଲକ ଅନ୍ତର୍ଗତ ଟଟୋପଡ଼ା ଗ୍ରାମରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ, ବଲାଙ୍ଗିର ବୋର୍ଡ ଓ ଗ୍ରାମର ବାପୁଜୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ଗଠନ ଦିବସ ପାଳିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ସୁକାନ୍ତ…
Read More...

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୁରିବାହଲ ଏବିଇଓ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଏବିଇଓ ଦେବରାଜ ଦାସ ଆଜି ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି । ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ…
Read More...

ଗୁରୁଣ୍ଡାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତରଫରୁ ସ୍ୱଚ୍ଛତା ପଖୱାଡା-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା…
Read More...

ଭୀମଭୋଇ ଆଦିବାସୀ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ

ମୁରିବାହାଲ, (ଅଶୋକ କୁମାର ଭୋଇ) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରୀ ଗ୍ରାମର ବିଦ୍ୟାଳୟ ପରିସରରେ ନେହେରୁ ଯୁବକେନ୍ଦ୍ର ବଲାଙ୍ଗିର ଓ ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରୀ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ…
Read More...

ଉନ୍ନତିକରଣ ନାଁରେ ସରକାରୀ ଟଙ୍କା ହଡପ ପାଇଁ ଯୋଜନା : ବିନା ଫାଇଲ୍ ଖୋଲାରେ କାମ କରି ଟଙ୍କା ହଡପ ପାଇଁ ମସୁଧା ?

ମୁରିବାହାଲ, (ଅଜିତ କୁମାର ସାହୁ) : ସରକାରୀ ଗାଇଡ୍ ଲାଇନ୍‌କୁ ଖୋଲାଖୋଲି ଉଲଘଂନ କରି ଉନ୍ନତି କରଣ ନାଁରେ ଲକ୍ଷ ଲକ୍ଷ ସରକାରୀ ଟଙ୍କା ହଡପ ପାଇଁ ଯାେଜନା ହୋଇଥିବା ଆଲୋଚନା ହେଉଛି । ଜୁନ୍ ୧୫ ପରେ କୌଣସି ମାଟି ଉନ୍ନତିକରଣ କରାଯାଉନଥିବା ସରକାରୀ ଗାଇଡ୍ ଲାଇନ୍ ରହିଛି । ସେହିପରି ସରକାରୀ…
Read More...

କେଶରୀୟା ହିନ୍ଦୁ ବାହିନୀର ନେତୃବୃନ୍ଦଙ୍କୁ ଆକ୍ରମଣ ଅଭିଯୋଗ

ମୁରିବାହାଲ , (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ ଠାରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା ତତ୍ ସଙ୍ଗେ ସଙ୍ଗେ ବ୍ଲକରେ ଶୁଖିଲା ଖାଦ୍ୟ ସହ ମାସ୍କ୍ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଥିଲା । ସଭାକୁ…
Read More...

କୋଶଲି ଭାଷା ସଂଗ୍ରାମୀ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

ମୁରିବାହାଲ, (ପୁସ୍ତମ୍ ଯୁଆଡି) : କୋଶଲି କବି ତଥା ଭାଷା ସଂଗ୍ରାମୀ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କର ବିୟୋଗରେ 'ବଏଠା ସାଂସ୍କୃତିକ ଆନୁଷ୍ଠାନ ମୁରିବାହାଲ' ତରଫରୁ ଗତ ୪ ତାରିଖରେ ଗୁଗୁଲ ମିଟ୍ ଅନଲାଇନ ମାଧ୍ୟମରେ ଏକ ସ୍ମୃତି ସଭାର ଆୟୋଜନ ହୋଇଯାଇଛି । କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତ…
Read More...

ସବୁଜ ହୀରା କେନ୍ଦୁପତ୍ର ଦର ବୃଦ୍ଧି ଏବଂ କରୋନା ପରସ୍ଥିରିରେ ଆଦିବାସୀଙ୍କୁ ଆର୍ଥିକ ପ୍ୟାକେଜ ଘୋଷଣା ପାଇଁ…

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ବିଡ଼ିଓଙ୍କ ଜରିଆରେ ୪ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ରୋଗ…
Read More...

ଗାଁରେ କରୋନା ସଚେତନ କଲେ ସ୍ୱେଚ୍ଚାସେବୀ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତରଲଗା ଗ୍ରାମର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । କରୋନାର ଦ୍ଵିତୀୟ ଲହର ଏବେ ବଲାଙ୍ଗିର ଜିଲ୍ଲାରେ ତାର କାୟା ବିସ୍ତାର କରୁଥିବା ବେଳେ…
Read More...

କେଶରୀୟା ହିନ୍ଦୁ ବାହିନୀ ଗୋ-ସୁରକ୍ଷା ଏବଂ ଗୋଚାଲାଣ ବିରୁଦ୍ଧରେ ସଂଗ୍ରାମ ଜାରି

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ୩୦୦ ଗୋ-ମାତା ଏବଂ ମହିଷି ଚାଲାଣ ହେଉଥିବା ନେଇ ଖବର ପାଇଥିଲେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧକ୍ଷ ସଂଜୀତ କମ୍ପ । ଏହାପରେ ଶ୍ରୀ କମ୍ପ ଓ ମୁରିବାହାଲ ବ୍ଲକ ଉପସଭାପତି…
Read More...