Browsing Tag

muribahal news

ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରୁ ସାଇକେଲ ଚୋରି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଆଦର୍ଶ ବିଦ୍ୟାଳୟ ପରିସରରୁ ଶୁକ୍ରବାର ଦିନ ଜଣେ ଛାତ୍ରଙ୍କ ସାଇକେଲ ଚୋରି ହୋଇଥିବା ନେଇ ମୁରିବାହାଲ ଥାନାରେ ଏତଲା ହୋଇଛି । ଚୋରି ଦୃଶ୍ୟ ବିଦ୍ୟାଳୟରେ ଲାଗିଥିବା ସିସିଟିଭିରେ ସ୍ପଷ୍ଟ ଭାବରେ ଜଣାପଡିଛି । ଛାତ୍ର ଜଣକ ତାଙ୍କ ସାଇକେଲ ଷ୍ଟାଣ୍ଡରେ…
Read More...

ହଳଦୀ ଛକରେ ଯାନବାହାନ ଯାଞ୍ଚ : ୯୦ ମାମଲାରୁ ୭୩ ହଜାର ଜୋରିମାନା ଆଦାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ହଳଦୀ ବଜାର ଛକରେ ଗତକାଲି ମୁରିବାହାଲ ଜେଏମ୍‌ଏଫ୍‌ସି କିଶୋର କୁମାର ନାଥଙ୍କ ଉପସ୍ଥିତିରେ ମୋବାଇଲ କୋର୍ଟ ଅନୁଷ୍ଠିତ ହୋଇ ଯାନବାହାନ ଯାଞ୍ଚ କରାଯାଇଥିଲା । ଏଥିରେ ମୋଟ ୯୦ଟି ମାମଲା ରୁଜୁ କରାଯାଇ ୭୩ ହଜାର ଟଙ୍କା…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ

ମୁରିବାହାଲ, (କେପିଏନ୍‌ଏସ୍‌) : ଇଚ୍ଛାପଡା ପଞ୍ଚାୟତ କତରଳଗାରୁ ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ଏକ ପୋଲ କତରଲଗା ସାପ୍ତାହିକ ବଜାର ପାଖରେ ଭାଙ୍ଗି ଯାଇଥିବା ଜଣାପଡିଛି । ଫଳରେ ଏହି ରାସ୍ତାରେ ଭୟଭୀତ ହୋଇ ଲୋକେ ଯାତାୟାତ କରୁଛନ୍ତି । ସୂଚନା…
Read More...

ଗୋଇମୁଣ୍ଡ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଶୋକ ନାରାୟଣ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପକ୍ଷୀରାଜ ମାଝୀ, ସହକାରୀ…
Read More...

କଙ୍କଡାପଦରରେ ବ୍ରହ୍ମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତର କଙ୍କଡାପଦର ଗ୍ରାମଠାରେ ଧରଣୀ ପେନୁ ପକ୍ଷରୁ ବିଧିକାର୍ଯ୍ୟକର୍ତ୍ତା ବୈଠକ ସହିତ ଅଲେଖ ମହିମା ଧର୍ମ ପକ୍ଷରୁ ବ୍ରହ୍ମ ମହିମା ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଧରଣୀ ପେନୁ ମଠାଧିଶ ବ୍ରହ୍ମ ଅବଧୂତ ଆନନ୍ଦ ବାବା, ବିଭୀଷଣ…
Read More...

ଗଛରୁ ପଡି ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଗଛରୁ ପଡିଯିବାରୁ ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ସପୁର ଥାଟି(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ କୁସମ ଖାଇବାକୁ ନିକଟସ୍ଥ ଜଙ୍ଗଲର ଗଛକୁ ଚଢିଥିବା ବେଳେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା…
Read More...

ସମଲେଶ୍ୱରୀ ଶିଶୁ ମନ୍ଦିରରେ ଶୋକସଭା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମସ୍ଥିତ ସମଲେଶ୍ୱରୀ ଶିଶୁ ମନ୍ଦିରର ପ୍ରତିଷ୍ଠାତା ବିରାଜ ପୁଟେଲଙ୍କ ବିଯୋଗରେ ଶୁକ୍ରବାର ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଅଲେଖ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶେକସଭାରେ ଆଚାର୍ଯ୍ୟ…
Read More...

ସାମାଜିକ ସୁରକ୍ଷା ଯୋଜନା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମଠାରେ ସାମାଜିକ ସୁରକ୍ଷା ଯୋଜନାର ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି । ଡଙ୍ଗରପଡା ଓ ପତ୍ରାପାଲି (କ) ପଞ୍ଚାୟତର ଗ୍ରାମ ସାଥୀ ଓ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ନିଧି ଅନୁଷ୍ଠାନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା ।…
Read More...

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜଙ୍କ ନବନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁରିବାହାଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଓ ଜିଲ୍ଲା ପରିଷଦ…
Read More...

ପ୍ରାଣୀସାଥୀ ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଓ ପତ୍ରାପାଲି(କ) ପଞ୍ଚାୟତରେ କାମ କରିବାକୁଥିବା ୧୫ ଜଣ ପ୍ରାଣୀସାଥୀଙ୍କୁ ନେଇ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଭିଏଏସ୍‌ ଡା. ସନ୍ଦିପ ବାରିକ ଉକ୍ତ କାର୍ୟ୍ୟକ୍ରମରେ ତାଲିମ ପ୍ରଦାନ କରିଥିଲେ । କିପରି ପ୍ରାଣୀ ସମ୍ପଦ ସୁରକ୍ଷା…
Read More...