Browsing Tag

muribahal news

ମୁରିବାହାଲରେ ରାବଣ ପୋଡ଼ି ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଏମୁଣ୍ଡ ହନୁମାନ ଛକ ଠାରେ ଗୁଏମୁଣ୍ଡ, କନସିଲ ଓ ମୁଣ୍ଡପଦର ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଶ୍ରୀମତୀ…
Read More...

ପ୍ରଡ୍ୟୁସର୍‌ କମ୍ପାନୀର ବାର୍ଷିକ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତରେ ମିଳିତ ଉତ୍‌ଥାନ ପ୍ରଡ୍ୟୁସର କମ୍ପାନୀର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ମ୍ୟାନେଜର ସଂଜୀବ ବାରିକ ସଭା ପରିଚାଳନା କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ…
Read More...

ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ମୁରିବାହାଲ ବ୍ଲକ ସଭାପତି ବୈଧୃତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଦୁଇ ବାଇକ୍‌ ଚୋରି ଅଭିଯୋଗ : ଗୋଟିଏ ବାଇକ ଉଦ୍ଧାର, ଜଣେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମାରେ ଶନିବାର ରାତିରେ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ମୁରିବାହାଲ ପୋଲିସ ତନାଘନା କରି ଗୋଟିଏ ବାଇକ୍‌କୁ ଉଦ୍ଧାର କରିଛି । ଏହି…
Read More...

ମିଶନ ଶକ୍ତି ପକ୍ଷରୁ ଛେଳି ଓ କୁକୁଡା ବଜାର : ୫ ଦିନରେ ୨୫ ଲକ୍ଷ ଟଙ୍କାର ବ୍ୟବସାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ଦଶହରା ଉପଲକ୍ଷେ ମୁରିବାହାଲ ମିଶନ ଶକ୍ତି ପକ୍ଷରୁ କୁକୁଡା ଓ ଛେଳି ବଜାର ଆୟୋଜନ କରାଯାଇଛି । ୫ ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତ ବଡସାଇମରା, ଇଚ୍ଛାପଡା, ଡଙ୍ଗରପଡା, ପତ୍ରାପାଲି(କ), ଚକଲି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ୨୫ ଲକ୍ଷରୁ ଅଧିକ ଟଙ୍କାର…
Read More...

ବିଭିନ୍ନ ସମସ୍ୟା ଘେରରେ ଜୀବନ ବିତାଉଛନ୍ତି ନୂଆଁପଡାବାସୀ : ସମସ୍ୟାଗୁଡିକର ସମାଧାନ ପାଇଁ ଦାବୀ

ମୁରିବହାଲ, (କୈଳାଶ ସାଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବହାଲ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେପଡା ଗାଁର ନୂଆଁପଡ଼ାବାସୀ ଅନେକ ସମସ୍ୟା ଘେରରେ ଜୀବନ ବିତାଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପଡ଼ାରେ ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ଦେଖିବାକୁ…
Read More...

ମୁରିବାହାଲ ବ୍ଲକରେ ନୂଆ ବିଡିଓଙ୍କ ଦାୟିତ୍ଵ ଗ୍ରହଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ନୂତନ ସ୍ଥାୟୀ ବିଡିଓ ରୂପରେ ପୂର୍ଣ୍ଣାନନ୍ଦ ପଟେଲ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଭାରପ୍ରାପ୍ତ ବିଡିଓ ତଥା ବେଲପଡା ବ୍ଲକ ଏବିଡିଓ ସାରଥୀ ସାହୁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପଟେଲ ଏହା ପୂର୍ବରୁ କୋମନା…
Read More...

ଗୋଇମୁଣ୍ଡରେ ୪୬ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ୪୬ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ୱାର୍ଡ ସଭ୍ୟ ଗୋରେଖ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ ଗତ ୨ ବର୍ଷ ଧରି ପୂଜା ଧୁମ୍‌ଧାମ୍‌ରେ…
Read More...

କୁରଲୁବାହାଲ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ/କର୍ମୀ ସମ୍ମିଳନୀ

ବଙ୍ଗୋମୁଣ୍ଡା/ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଓଡିଶାର ଅପ୍ରତିଦ୍ୱନ୍ଦି, ଅଦ୍ଵିତୀୟ ଏକମାତ୍ର ନିରପେକ୍ଷ ରାଜନୈତିକ ଦଳ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁରିବାହାଲ ବିଜେଡ଼ି ତରଫରୁ ଆଜି ରବିବାର ଦିନ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବିଜେଡ଼ି ବରିଷ୍ଠ ନେତା ତଥା ବିଜେଡ଼ି ରାଜ୍ୟ…
Read More...

ମୁରିବାହାଲ ଥାନା ନୂଆ ଆଇଆଇସି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନାର ନୂଆ ଆଇଆଇସି ଭାବେ ସୋମବାର କମଳ ଲୋଚନ ବେହେରା ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ସାଇବର ଥାନାରେ କାର୍ଯ୍ୟରତ ଥିଲେ । ମୁରିବାହାଲ ଥାନାରେ ତାଙ୍କ ଯୋଗଦାନ ସମୟରେ କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ସହ…
Read More...