om academy

ମୁରିବାହାଲ ଥାନା ନୂଆ ଆଇଆଇସି

jsm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନାର ନୂଆ ଆଇଆଇସି ଭାବେ ସୋମବାର କମଳ ଲୋଚନ ବେହେରା ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ସାଇବର ଥାନାରେ କାର୍ଯ୍ୟରତ ଥିଲେ । ମୁରିବାହାଲ ଥାନାରେ ତାଙ୍କ ଯୋଗଦାନ ସମୟରେ କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏଠାରେ ଥିବା ଆଇଆଇସି ଜ୍ୟୋତିରାଣୀ ଦାସଙ୍କ ସମ୍ବଲପୁର ଉତ୍ତରାଞ୍ଚଳ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି ।

Leave A Reply

Your email address will not be published.