pakka

ପ୍ରାଣୀସାଥୀ ତାଲିମ ଶିବିର ଉଦ୍‌ଯାପିତ

bbehera

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଓ ପତ୍ରାପାଲି(କ) ପଞ୍ଚାୟତରେ କାମ କରିବାକୁଥିବା ୧୫ ଜଣ ପ୍ରାଣୀସାଥୀଙ୍କୁ ନେଇ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଭିଏଏସ୍‌ ଡା. ସନ୍ଦିପ ବାରିକ ଉକ୍ତ କାର୍ୟ୍ୟକ୍ରମରେ ତାଲିମ ପ୍ରଦାନ କରିଥିଲେ । କିପରି ପ୍ରାଣୀ ସମ୍ପଦ ସୁରକ୍ଷା ଦେବେ, କୁକୁଡା ଓ ଛେଳି ପାଳନ ପାଇଁ ଉତ୍ସାହିତ କରିବେ, ସଞ୍ଚୟ କରିବାକୁ ଉତ୍ସାହିତ କରିବେ ସେ ସମ୍ପର୍କରେ ତାଲିମ ଦେଇଥିଲେ । କୀର୍ତ୍ତି ଚନ୍ଦ୍ର ସମରଥ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × one =