Browsing Tag

muribahal news

ସ୍ୱର୍ଣ୍ଣପଦକ ବିଜୟିନୀ ସୁନା ଝିଅ ପାୟଲ ନାଗଙ୍କୁ ମୁରିବାହାଲରେ ଭବ୍ୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବ୍ୟାଙ୍କକଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ପାରା ସିରିଜ୍ -୨୦୨୬ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟିନୀ ସୁନା ଝିଅ ପାୟଲ ନାଗ ନିଜ ଜନ୍ମମାଟି ଯମୁନାବାହାଲକୁ ଫେରିଥିବାରୁ ବୁଧବାର ମୁରିବାହାଲ ବ୍ଲକ ଗୁଡିଘାଟ ଛକରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା…
Read More...

ମୁରିବାହାଲ ବ୍ଲକରେ ଜନ ଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୧୦ଟି ପଞ୍ଚାୟତ ଅଧୀନ ୧୩ଟି ଗ୍ରାମରେ ଗତ ୧୯ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ “ଜନ ଭାଗିଦାରୀ ଅଭିଯାନ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ଅଭିଯାନ ଅନ୍ତର୍ଗତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର,…
Read More...

ଷାଠିଏ ଘର ଡୁମାଳ ସମାଜ ଦନ୍ଦ୍ରା ଚକର ଛତିଶଗଡ଼, ଇନ୍ଦାଗାଁରେ ସା‍ଂଗଠନିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଦନ୍ଦ୍ରା ଚକ୍ ଷାଠିଏ ଘର ଡୁମାଳ ସମାଜର ଏକ ସାଂଗଠନିକ ସଭା ଛତିଶଗଡ଼ ରାଜ୍ୟ ଇନ୍ଦାଗାଁଠାରେ ଅନୁଷ୍ଠିତ ହୋଇଯାଇଛି । ଦନ୍ଦ୍ରା ଚକ୍‌ର ସମସ୍ତ କର୍ମକର୍ତ୍ତା ସେଠାରେ ଉପସ୍ଥିତ ହେବାପରେ ମାହେଶ୍ଵରୀ ପୀଠରେ…
Read More...

ଦିନ ଦ୍ୱିପହରରେ ମୁରିବାହାଲରେ ସିନ୍ଧି କରି ମୋବାଇଲ ଦୋକାନରୁ ଚୋରି ଉଦ୍ୟମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସମ୍ପୂର୍ଣ୍ଣ ଦିନ ଦ୍ୱିପହରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାର ଏକ ମୋବାଇଲ ଦୋକାନରୁ ପଛ ପଟୁ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ କୁମ୍ଭାରୀ ଗ୍ରାମର ମୋବାଇଲ ଦୋକାନ ମାଲିକ ଯଜ୍ଞେଶ୍ୱର…
Read More...

ମୁରିବାହାଲ ରେଞ୍ଜରେ ହାତୀ ଆତଙ୍କ ପରେ ଭାଲୁ ଆକ୍ରମଣରେ ୨ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଏବେ ୨୩ ଟିକିଆ ବଣୁଆ ହାତୀପଲ ଆତଙ୍କ ଜାରି ରଖିଥିବା ବେଳେ ଶୁକ୍ରବାର ଜଙ୍ଗଲି ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ରେଞ୍ଜ ଅନ୍ତର୍ଗତ ବାରବନ୍ଧ ନିକଟବର୍ତ୍ତୀ…
Read More...

ଦେଶୀ କାବ୍ରୀ ବାଇଗଣ ବିହନର ସଂରକ୍ଷଣ ଓ ବାଇଗଣ ଚାଷର ପ୍ରସାର ପାଇଁ ରାଜ୍ୟସ୍ତରରେ ଜନମୁକ୍ତି ଅନୁଷ୍ଠାନ ସମ୍ମାନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠାରେ ଦୁଇ ଦିନ ଧରି ଚାଲିଥିବା ମେ ୭ ଓ ୮ ,୨୦୨୬ ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟରର ବାର୍ଷିକ ଅଧିବେଶନରେ ଜନମୁକ୍ତି ଅନୁଷ୍ଠାନ ସମ୍ମାନୀତ ହୋଇଛି । ଦେଶୀ କାବ୍ରୀ ବିହନ ସଂରକ୍ଷଣ ଓ ଦେଶୀ ବାଇଗଣ ଚାଷକୁ…
Read More...

ମୁରିବାହାଲ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ସମାଜ ଓ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମାଜିକ ଓ ସାଇବର ଅପରାଧର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପରିସରରେ ଓଡିଶା ସରକାରଙ୍କ…
Read More...

ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ ଓ ଯମୁନା କେନ୍ଦ୍ରର ମିଳିତ ସାଂଗଠନିକ ବୈଠକ ଅନୁଷ୍ଠିତ : ନୂତନ କର୍ମକର୍ତ୍ତା…

ଏକତା ହିଁ ସମାଜକୁ ସୁଦୃଢ଼ କରେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ ଓ ଯମୁନା କେନ୍ଦ୍ର(ଚକ୍)ର ଏକ ମିଳିତ ସାଂଗଠନିକ ବୈଠକ ବୁଧବାର ମୁରିବାହାଲ ମାହେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଷାଠିଏ ଘର ଡୁମାଳ ସମାଜର…
Read More...

ଚିତ୍ରାମୁଣ୍ଡା ଗ୍ରାମରେ ପରିତ୍ୟକ୍ତ କୂଅରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

୩ ଛୁଆ ବେସାହାରାଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ.ଥାନାରେ ୨ ଅଟକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମର ବିବାହିତା ମହିଳା ଜାନକୀ ଓରଫ ରଞ୍ଜୁତା…
Read More...

ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ଷ୍ଟେସନପଡ଼ା ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା), ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଚନ୍ଦନ ଯାତ୍ରା ମହୋତ୍ସବ ଶୁକ୍ରବାର ଚନ୍ଦନ ତଥା ବୁଦ୍ଧ…
Read More...