Browsing Tag

muniguda news

ଆଦିବାସୀଙ୍କ ପରିବେଶ ଚିନ୍ତା – ବାରବର୍ଷ ହେଲା ଗଛକୁ ବନ୍ଧୁଛନ୍ତି ରାକ୍ଷୀ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଭାଇ-ଭଉଣୀଙ୍କ ସ୍ନେହ ଓ ଭଲପାଇବାର ପର୍ବ ରାକ୍ଷୀ ପୂର୍ଣ୍ଣିମା। ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ ଓ ସୁରକ୍ଷା କାମନା କରିବା ହେଉଛି ଏହି ପର୍ବର ପରମ୍ପରା। ହେଲେ ରାୟଗଡ଼ା ଜିଲ୍ଲାର ଏକ ଆଦିବାସୀ ଗାଁରେ ଏହି ପବିତ୍ର ପର୍ବକୁ ମିଳିଛି ଏକ ନିଆରା
Read More...

ରାୟଗଡା ଜିଲ୍ଲାର ପ୍ରଥମ ଆଦିବାସୀ ଝିଅଙ୍କ ନିଟ୍‌ରେ ସଫଳତା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ,
Read More...

“ପ୍ରକୃତିର କୋଳରେ ଗୁଞ୍ଜରିଲା ସ୍ୱଭାବ କବିଙ୍କ ପଦ୍ୟ”

ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ମୁନିଗୁଡା, (ରମାକାନ୍ତ ପଡାଲ) : ସୋମବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ସବୁଜ ବନାନୀ ମଧ୍ୟରେ ଥିବା ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସର ଆଜି ଓଡ଼ିଆ ସାହିତ୍ୟର ଗର୍ବ ସ୍ୱଭାବ କବି
Read More...

ଅମ୍ବାଦଳା ଥାନାରେ ନବାଗତ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ

ଆଇନ ଶୃଙ୍ଖଳା ସୁଦୃଢ଼ ପାଇଁ ସାମ୍ବାଦିକ ସଙ୍ଘର ଆଲୋଚନା ମୁନିଗୁଡା, (ରମାକାନ୍ତ ପଡାଲ) : ମୁନିଗୁଡା ବ୍ଲକ ଅଧୀନ ଅମ୍ବାଦଳା ଥାନାର ପୂର୍ବତନ ଆଇଆଇସି ସୂର୍ଯ୍ୟ ଚନ୍ଦ୍ର ପାଢ଼ୀଙ୍କ ହଠାତ୍ ବଦଳି ପରେ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଦକ୍ଷ ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କୁ
Read More...

ବାହୁଡ଼ିଲେ ମହାବାହୁ, ଭକ୍ତି ରସରେ ମୁନିଗୁଡ଼ା ଓ ଅମ୍ବାଦଳା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୀର୍ଘ ୯ ଦିନ ମାଉସୀ ମା' ଘର ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ପୁଣି ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାବାହୁ। ବାହୁଡ଼ା ଯାତ୍ରା ଅବସରରେ ମୁନିଗୁଡ଼ା ଓ ଅମ୍ବାଦଳା ସହରରେ ଭକ୍ତିର ସୁଅ ଛୁଟିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ
Read More...

ବେଦାନ୍ତର ବକ୍ସାଇଟ ଡମ୍ପିଙ୍ଗକୁ ନେଇ ତୀବ୍ର ଆନ୍ଦୋଳନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବପଦର ପଞ୍ଚାୟତରେ ପରିବେଶ ସୁରକ୍ଷାକୁ ନେଇ ଅଣ୍ଟା ଭିଡ଼ିଲେ ଶିବପଦର ପଞ୍ଚାୟତବାସୀ । ବେଦାନ୍ତର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିବପଦର ଗ୍ରାମ ପଞ୍ଚାୟତବାସୀ । ଆନ୍ଦୋଳନ ଆଜିକୁ
Read More...

ମୁନିଗୁଡା ଓ ଅମ୍ବାଦଳାରେ ଭବ୍ୟ ରଥଯାତ୍ରା : ଭକ୍ତିର ମହାସୁଅ

ମୁନିଗୁଡା, (ରମାକାନ୍ତ ପଢାଲ) : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାୟଗଡା ଜିଲ୍ଲାର ମୁନିଗୁଡା ଓ ଅମ୍ବାଦଳାରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ରାତିରୁ ଝିପି ଝିପି ବର୍ଷା ସତ୍ୱେ ଭକ୍ତଙ୍କ ଉତ୍ସାହରେ ଟିକେ ହେଲେ କମି ନଥିଲା । ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା
Read More...

ଭବ୍ୟ ମନ୍ଦିର ପ୍ରତିଷ୍ଠାର ଅନ୍ତିମ ଦିନରେ ସାଂସଦଙ୍କ ଉପସ୍ଥିତି

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୀର୍ଘ ପାଞ୍ଚଦିନ ଧରି ଅମ୍ବାଦଳା ଗ୍ରାମ ଦଧିବାମନ ମନ୍ଦିରର ଭବ୍ୟ ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିବସରେ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗ୍ରାମର ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଘରେ ଚୁଲି ନିରବ ରହିଥିଲା,
Read More...

ବିଦ୍ୟାଳୟରେ ଅନିୟମିତତା ନେଇ ଖବର ପ୍ରସାରଣ

ସାମ୍ବାଦିକଙ୍କ ନାଁରେ ପ୍ରଧାନ ଶିକ୍ଷକଙ୍କ ମିଥ୍ୟା ମାମଲା ଘଟଣାଜିଲ୍ଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ପକ୍ଷରୁ ଥାନା ଅଧିକାରୀଙ୍କ ସହ ଆଲୋଚନା ମୁନିଗୁଡା, (ରମାକାନ୍ତ ପୋଡ଼ାଲ) : ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଚାରି ପାଞ୍ଚ ମାସ ଧରି
Read More...

୩ ଦେଶୀ ବନ୍ଧୁକ ସହ ୩ ଗିରଫ୍

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାଙ୍ଗସୋରଡ଼ା ଫାଣ୍ଡି ଅଧିନସ୍ଥ ବାଙ୍ଗରୋଡା ବ୍ରିଜ୍ ନିକଟରେ ତିନିଜଣ ଲାଇସେନ୍ସ ନଥିବା ୩ ଦେଶୀ ବନ୍ଧୁକ ଧରି ଶିକାର କରୁଥିବା ସମୟରେ ମୁନିଗୁଡ଼ା ପୋଲିସ ଚଢ଼ାଉ କରି ଗିରଫ୍ କରିଥିବା ଜଣାପଡିଛି । ଗିରଫ
Read More...