ମ.ରାମପୁର ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଉତ୍ତର ବନଖଣ୍ଡ ଅଧୀନରେ ଥିବା ମ.ରମପୁର ରେଂଜ ଅଚଂଳରେ ଗତ କିଛିଦିନ ହେଲା ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ପ୍ରାୟ ୨୯ଟି ହାତୀଥିବା ଏକ ହାତୀପଲ ମ.ରାମପୁର ଉତେଇ ନଦୀକୂଳବର୍ତ୍ତୀ ଅଂଚଳରେ ଥିବା ଅନେକ ଚାଷୀଙ୍କ ଶହ ଶହ!-->…
Read More...
Read More...