Browsing Tag

m.rampur news

ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା : ପଥରରେ ଛେଳିର ମୁଣ୍ଡକୁ ଛେଚି ବଳି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ପଂଚାୟତ ଉର୍ଲଦାନୀ ପଂଚାୟତର ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା ରୀତିନୀତି ମତେ ଅନୁଷ୍ଠିତ ହେଇଯାଇଛି । ପ୍ରତିବର୍ଷ ପୌଷମାସରେ ହେଉଥିବା ଏହି ପର୍ବକୁ ବୁଢାଦେଓ ଯାତ୍ରା ବା ଖଳା ଯାତ୍ରା ନାମରେ ବେଶ ଜଣାଶୁଣା…
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଳାସଂସ୍କୃତି ସଂଘ ତରଫରୁ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍ ବ୍ଳକ ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ବିଡ଼ିଓ ତଥା କଳାସଂସ୍କୃତି ସଂଘର ସଭାପତି ଉତ୍ତମ କୁମାର ବାଗଙ୍କ…
Read More...

ଏସ୍‌ଇସିସି ତାଲିକାରେ ନାମ ନଥିବା ନେଇ ବିଡ଼ିଓଙ୍କ ପାଖରେ ଅଭିଯୋଗ

ମ.ରାମପୁର, (ହେମନ୍ତ ସାହୁ) : ସରକାର ଅନେକ ଯୋଜନା କରନ୍ତି, ଗରୀବ ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ । ତେବେ ଅନେକ ଜାଗାରେ ତାହା ଉପଯୁକ୍ତ ହିତାଧିକାରୀଙ୍କ ପାଖରୁ ବଞ୍ଚିତ ରୁହେ । ନିହାତି ଆବଶ୍ୟକ ଥିବା ଲୋକଟିଏ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୁଏ । ସେହିଭଳି…
Read More...

ମ.ରାମପୁରେ ବେଡ଼ମିଣ୍ଟନ ପ୍ରତିଯୋଗିତା : ସିଜନ୍ ଦୁଇ

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ତରଫରୁ ବେଡ଼ ମିଣ୍ଟନ ସିଜନ ଦୁଇ ଅବସରରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ହାଇସ୍କୁଲ ଛକ ନିକଟରେ ଆୟୋଜିତ ହେଇଯାଇଛି । କଳାହାଣ୍ଡି ବେଡ଼ ମିଣ୍ଟନ ଆସୋସିଏସନ୍ର ସଭାପତି ପ୍ରଦୀପ ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି…
Read More...

ମ.ରାମପୁରରେ ଆଜି ୫ କୋଭିଡ଼ ପଜିଟିଭ୍ ଚିହ୍ନଟ : ସାପ୍ତାହିକ ବଜାରରେ ଗହଳି ଏଡ଼ାଇବାକୁ ତତ୍ପର ହେଉ ପ୍ରଶାସନ, ଅଧାଲୋକଙ୍କ…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଆଜି ପାଞ୍ଚଜଣ କୋଭିଡ଼ ପଜିଟିଭ ଚିହ୍ନଟ ହେଇଥିବା ଜଣାଯାଇଛି । ଚଳିତ ସମୟରେ ଚାଲିଥିବା କୋଭିଡ଼ରେ ଆଜି ପ୍ରଥମଥର ପାଞ୍ଚଜଣ କୋଭିଡ଼ ପଜିଟିଭ ଆସିବା ପରେ ଏବେ ଲୋକଙ୍କର ସଚେତନ ହେବାର ବେଳ ଆସିଛି । ତେବେ କୋଭିଡ଼ ନିୟନ୍ତ୍ରଣ ପାଇଁ…
Read More...

ବିଧାୟକଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାକୁ ରାସ୍ତା ସଂଯୋଗୀକରଣ ଲାଗି ଆଜି ନର୍ଲା ବିଧାୟକ ଭୁପିନ୍ଦ୍ର ସିଂହ ଶିଳାନ୍ୟାସ କରିଥିବା ଜଣାଯାଇଛି । ଚିଟ୍ରା ଠାରୁ କନ୍ଧମାଳ, ଗୋଛାଗୋଡା ରାସ୍ତାର ଚାଉଳଧୁଆ ନଦୀ ଉପରେ ପୋଲ, ପାଙ୍ଗାବାଜୁ…
Read More...

ବୈଦ୍ୟ ସଂଯୋଜନା କମିଟିର ବନୌଷଧୀ ଅନ୍ୱେଷଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଦ୍ୟ ସଂଯୋଜନା କମିଟି ତରଫରୁ ବଜ୍ରଗଡ଼ ଜଙ୍ଗଲରେ ବନୌଷଧୀ ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଲମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧୀକାରୀ ଡ଼ାକ୍ତର ରାଜେଶ କୁମାର ସାହୁ…
Read More...

ବିଜୁ ପକ୍କା ଘର ହିତାଧିକାରୀଙ୍କୁ ମରାମତି ସହାୟତା ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ବିଜୁ ପକ୍କା ଘର ହିତାଧିକାରୀଙ୍କୁ ମରାମତି ବାବଦକୁ ତିନି ହଜାର ଟଙ୍କା ବଣ୍ଟନର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେସିଂ ଜରିଆରେ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଭାଗୃହରେ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ…
Read More...

ମ.ରାମପୁର ବ୍ଳକ ଅଧ୍ୟକ୍ଷ ପଦ ଏଥର ଅଣସଂରକ୍ଷିତ ମହିଳା : ୧୯ଟି ପଂଚାୟତରୁ ୧୦ଟିରେ ମହିଳାଙ୍କ ସଂରକ୍ଷଣ

ମ.ରାମପୁର, (ହେମନ୍ତ ସାହୁ) : ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ତଥା ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ମ.ରାମପୁର ବ୍ଲକରେ ଥିବା ୧୯ଗୋଟି ପଂଚାୟତ ମଧ୍ୟରୁ ୧୦ଟି…
Read More...

ସରୁନି ଦାଦନ ଦୁଃଖ : ସ୍ତ୍ରୀ ମଥାରୁ ହଜିଲା ସିନ୍ଦୁର, ମା’ ଛୁଆଙ୍କୁ ସାହା ହେବ କିଏ

ମ.ରାମପୁର : (ହେମନ୍ତ ସାହୁ) : ଦାଦନ ସମସ୍ୟା କଥା କହିଲେ, ଦିଶିଯାଏ ନୂଆ ବାହା ହୋଇଥିବା ସ୍ତ୍ରୀ ମୁହଁର ବିକଳ ଚିତ୍ର । ଦାଦନ କଥା କହିଲେ, ଘରେ ରୋଗିଣା ବାପାର ପୁଅର ଟଙ୍କାକୁ ଅନେଇ ବସିବାର ଚିତ୍ର । ଦାଦନ ହେଇ କିଏ କ'ଣ ପାଏ କେଜାଣି, କିନ୍ତୁ କେବେ ମାଁ କୋଳରୁ ହଜିଯାଏ ପୁତ୍ର ତ ଆଉ…
Read More...