Browsing Tag

koksara news

କାଜୁ ଜଙ୍ଗଲରେ ଯୁବକଙ୍କ ଗଳିତ ଶବ ଉଦ୍ଧାର

କୋକସରା : କାଜୁ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ଏହୀ ଘଟଣା ଘଟିଛି । କୋକସରା ପୋଲିସର ତଦନ୍ତ ଜାରି ରହିଛି । ଏଠାରେ ଥିବା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଗଳିତ ଶବ କାଜୁ ଗଛରେ ଝୁଲନ୍ତା
Read More...

ବାଇକ୍ ଦୁର୍ଘଟଣା : ୧ ଗୁରୁତର

କୋକସରା : କୋକସରା ଥାନା ଡଙ୍ଗରୀଗୁଡ଼ା ବୁଲାଣିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ଥିବା ଜଣା ପଡିଛି । ଗୁରୁତର ଜଣକ ହେଲେ ଗୌଡ଼ଛେଣ୍ଡିଆ ଗ୍ରାମର ଧବଳେଶ୍ଵର ବାରିକ । ଧବଳେଶ୍ଵର ଜୟପୁରରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବାବେଳେ ଉକ୍ତ ସ୍ଥାନରେ ଥିବା ଡିଭାଇଡରରେ ପିଟିହୋଇ
Read More...

ବସ୍ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨ ଆହତ

କୋକସରା : ୨୬ ନଂ ଜାତୀୟ ରାଜପଥ କୋକସରା ବ୍ଲକ ଆମପାଣି ଘାଟିରେ ବସ୍ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋିଛି ଫଳରେ ଦୁର୍ଘଟଣାରେ ୨ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ୨୬ ନଂ ଜାତୀୟ ରାଜପଥ କୋକସରା
Read More...

ଆମପାଣି ଘାଟିରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ : ୧ ଗୁରୁତର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ ଧକ୍କାରେ ବାଇକ ଚୁରମାର ହେବା ସହ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର
Read More...

ମୋଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋକସରା ପୁଲିସ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ
Read More...

ଭାଷା, ସଂସ୍କୃତିର ଅଧ୍ୟୟନ ପାଇଁ ପଦଯାତ୍ରା : ଉତ୍ତରପ୍ରଦେଶରୁ ବାହାରି କଳାହାଣ୍ଡିରେ ପହଞ୍ଚିଲେ ଯୁବକ

କୋକସରା : ଉତ୍ତରପ୍ରଦେଶର ଯୁବକ ରୋଭିଂ ସନୋଜଙ୍କ ନିଆରା ଉଦ୍ୟମ । ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଲୋକଙ୍କ ପରମ୍ପରା, ସଂସ୍କୃତି, ଭାଷା ଅଧ୍ୟୟନ କରିବାକୁ ଉତ୍ତରପ୍ରଦେଶ ଗୋରେଖପୁର କୁଶୀନାଗରରୁ ଅକ୍ଟୋବର ୨୧ରୁ ପଦଯାତ୍ରାରେ ବାହାରିଥିଲେ । ନାଗାଲାଣ୍ଡ, ଆସାମ, ବିହାର, ଝାଡ଼ଖଣ୍ଡ
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବୈଠକ

କୋକସରା : ଆସନ୍ତା ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ୪ ଥାକିଆ ରାସ୍ତାକୁ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ
Read More...

ମା’ ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆଠାରେ ମା' ମୋଟ୍ରାଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ମା' ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ
Read More...

ତାଳୁକ ଆଇନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

କୋକସରା : ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ତାଳୁକ ଆଇନ ସେବା ପ୍ରାଧିକରଣ କୋକସରା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋକସରା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ତଥା ତାଳୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ୍ୟା ଶ୍ରୀମତୀ ରିତିକା ଜେନାଙ୍କ
Read More...

ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲଡୁଗାଁ ଦଳ ଚାମ୍ପିୟନ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମିନି ଷ୍ଟାଡିୟମରେ ଲଡୁଗାଁ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ
Read More...