Browsing Tag

koksara news

ବିଷାକ୍ତ ଫଳ ଖାଇ ମହିଳାଙ୍କ ମୃତ୍ୟୁ

କୋକସରା : କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟ୍ରା ପଂଚାୟତ କନ୍ଦାବୁଟ୍ରା ଗ୍ରାମର ଭଜନ ଛତ୍ରିଆଙ୍କ ସ୍ତ୍ରୀ ହୀମାଦ୍ରି ଛତ୍ରିଆ(୫୬) ବିଷାକ୍ତ ଫଳ ଖାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ କିଛି ମାସ ହେବ ସେ ମାନସିକ ରୋଗରେ ଆକ୍ରାନ୍ତ ରହିଥିବା ପରିବାର ପକ୍ଷରୁ ସୂଚନା
Read More...

କାୟାକଳ୍ପ ଟିମ୍ ଦ୍ୱାରା କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ

କୋକସରା : ଗୁରୁବାର କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି କାୟାକଳ୍ପ ଟିମର ସଦସ୍ୟ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲାର ମିଳିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମରେ ଅତିରିକ୍ତ ନିର୍ଦେଶକ ଡ଼.ସ୍ମୁତିଜିତ ପଟ୍ଟନାୟକ,
Read More...

ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ

କୋକସରା : କୋକସରା ଡିଗ୍ରୀ ମହାବିଦ୍ୟାଳୟଠାରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ପରିଚାଳନା ପରିଷଦର ପ୍ରତିଷ୍ଠାତା ସଂପାଦକ ବ୍ୟୋମକେଶ ପଣ୍ଡା ସଭାପତିତ୍ୱ କରିଥିଲେ । ମହାବିଦ୍ୟାଳୟର
Read More...

ଅକ୍ଷୟ ଯୋଶୀ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କୋକସରା : କଳାହଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ନକ ଆଉଟ ଅକ୍ଷୟ କୁମାର ଯୋଶୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଯୁବକ ସଂଘର ସଭାପତି ଦ୍ଵାରିକା ନାଥ ବାଗଙ୍କ ସଭାପତିତ୍ୱରେ ଉଦ୍‌ଯାପିତ
Read More...

ସଡକ ଦୁର୍ଘଟଣା : ୩ ଗୁରୁତର

କୋକସରା : କୋକସରା ବ୍ଲକ ଆମପାଣିରୁ ଧର୍ମଗଡକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍‌ ୱେ' ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଆଧାରରେ, ସ୍ଥାନୀୟ ବଡ଼ କେନ୍ଦୁଗୁଡା ଗ୍ରାମର ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କୋକସରା
Read More...

ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ଆଜିଠାରୁ ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାର ୩୦ଟି କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ତିନି ଦିବସୀୟ ଏହି ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି
Read More...

ଶିଉନି ଫୁଟବଲ କପ୍ : କୁସୁମବନ୍ଧ ଦଳ ଚାମ୍ପିୟନ

କୋକସରା : କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ୍‌ ଫୁଟବଲ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ପଡ଼ିଆର ଉନ୍ନତି କରଣ ପାଇଁ ୫ ଲକ୍ଷ
Read More...

ଶିଉନି ଫୁଟବଲ ଚାମ୍ପିୟନ କପ୍, ଫାଇନାଲରେ ଟେମରା ଦଳ

କୋକସରା : ସ୍ଥାନୀୟ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟନ କପ୍ ଫୁଟବଲର ଶୁକ୍ରବାର ଥିଲା ସେମିଫାଇନାଲ ମ୍ୟାଚ୍ । ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଜାରି ରହିଛି ଏହି ମ୍ୟାଚ୍ । ସେମି ଫାଇନାଲ ଖେଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ
Read More...

କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ

କୋକସରା : କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାରପ୍ରସାର ଓ ଲୁକ୍କାୟିତ କଳାକାରଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିଲା କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା । କୋକସରା ବ୍ଲକ ଗୁଡହାଣ୍ଡି ମଞ୍ଚରେ ବୁଧବାର ଚିର୍ତ୍ତାକର୍ଷକ ସାଂସ୍କୃତିକ
Read More...

ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଓ କାଶିବାହଲ ପଂଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ରବିବାର ଅନୁଷ୍ଠିତ ହୋଇଯାଇଛି । ମହିମା ପଞ୍ଚାୟତ ଡେଙ୍ଗାଗୁଡା ମଣ୍ଡି ପରିସରରେ ଉତ୍ସବ କମିଟି ସଭାପତି ମହିମା ସରପଞ୍ଚ ଇଶରାମ କୋଲଥିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ
Read More...
error: Content is protected !!