Browsing Tag

koksara news

ବାଇକରୁ ପଡ଼ି ଯୁବକ ମୃତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳାରୁ ବଡ଼ ପୋଡ଼ାଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ବାଞ୍ଜି ବାହାଲ ନିକଟରେ ଗତକାଲି ରାତିରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ଶବ ଚାଷ ଜମିରେ ପଡ଼ିରହିଥିବା ବେଳେ ନିକଟରେ ଏକ ବାଇକ ମଧ୍ୟ ରହିଛି ।
Read More...

ବିଶ୍ୱକପ ହକି ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା

କୋକସରା : ବିଶ୍ୱକପର ଟ୍ରଫିକୁ ରାଜ୍ୟ ବ୍ୟାପି ପରିକ୍ରମା କରାଯାଉଛି । ରବିବାର ଏହି ଟ୍ରଫି ଶୋଭାଯାତ୍ରା ନବରଙ୍ଗପୁର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ସୀମା ଆମପାଣି ବୁଢ଼ାରଜା ମନ୍ଦିର ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସ୍ୱାଗତ ଓ
Read More...

ମେଗାଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବୀରେ ତହସିଲଦାରଙ୍କୁ ଭେଟିଲେ ଲଡୁଗାଁ ପଞ୍ଚାୟତର ଚାଷୀ

କୋକସରା : କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା କୋକସରା ଓ ଧର୍ମଗଡ଼ର ୨୫ ହଜାର ହେକ୍ଟରରୁ ଉର୍ଦ୍ଧ ଚାଷଜମିକୁ ଜଳସେଚନ ଆରମ୍ଭ ହୋଇଥିଲା । ରବି ଋତୁ ଧାନଚାଷ ପାଇଁ ଡିଏମ୍‌ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା ବ୍ଲକର ପାଖାପାଖି ୧୩ ହଜାର
Read More...

ରବି ଧାନ ଚାଷ ନିମନ୍ତେ ମେଗାଲିଫ୍ଟରୁ ଜଳସେଚନ ପାଇଁ ନିର୍ମାଣ ଯନ୍ତ୍ରୀଙ୍କୁ ଭେଟିଲେ ଚାଷୀ ନେତା

କୋକସରା : ଆସନ୍ତା ରବି ଋତୁ ଧାନଚାଷ ପାଇଁ କୋକସରା ବ୍ଲକର କୋକସରା ଓ ମାଝୀଗୁଡା ପଞ୍ଚାୟତ ପର୍ଯ୍ୟନ୍ତ ମେଗାଲିଫ୍ଟ କେନାଲରୁ ଜଳସେଚନ ସମ୍ପ୍ରସାରଣ କରିବାକୁ କୋକସରା ବ୍ଲକର ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ ଓ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି
Read More...

ମା’ ଠାକୁରାଣୀ ଫୁଟବଲ କପ୍‌ ଉଦ୍‌ଯାପିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡ଼ିଆରେ ରବିବାର ମା' ଠାକୁରାଣୀ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା
Read More...

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ଵ ଗ୍ରାମରର ମାନ୍ୟତା ମିଳିଛି । ଗ୍ରାମବାସୀମାନେ ଦୀର୍ଘ ବର୍ଷରୁ ରାଜସ୍ୱ ଗ୍ରାମର ମାନ୍ୟତ ଦେବା ପାଇଁ ଦାବୀ ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ନୂଆପଡା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

କୋକସରା : ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ କାର୍‌ ଓଲଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୦.୩୦ ବେଳେ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଶିଉନି ଗାଁ ବୁଲାଣି ରାସ୍ତାରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଛି
Read More...

ଆମପାଣି ଘାଟିରେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ୟାଙ୍କରରୁ ପେଟ୍ରୋଲ ରାସ୍ତାରେ ଲିକେଜ ହୋଇଛି । ଖବର ପାଇ ଆମପାଣି ପୋଲିସ ଓ କୋକସରା
Read More...

ବିଇଓଙ୍କ ଜରିଆରେ ଶିକ୍ଷକ ସଂଘ ପକ୍ଷରୁ ୮ ଦଫା ଦାବୀ ସମ୍ବଳିତ ପତ୍ର ପ୍ରଦାନ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଆଜି ୮ ଦଫା ଦାବୀ ସମୂହକୁ ନେଇ କୋକସରା ବିଇଓଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । କୋକସରା ବ୍ଲକ ସଙ୍ଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ଆବାହନରେ ଶତାଧିକ ଏକ୍ସ କେଡର ଶିକ୍ଷକ କର୍ମକର୍ତ୍ତାମାନେ ଏହି
Read More...

କଳାହାଣ୍ଡି ବଞ୍ଜରା ସମାଜ ତରଫରୁ ଭୋଲେଶ୍ୱର୍ ନାଏକଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ

କୋକସରା : କଳାହାଣ୍ଡି ବଞ୍ଜରା ସମାଜ ତରଫରୁ ଭୋଲେଶ୍ୱର ନାଏକଙ୍କ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ସହ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପି.ଏଚ.ଡି ପାଇଥିବାରୁ ସାମାଜିକ କର୍ମକର୍ତ୍ତାଙ୍କ ପକ୍ଷରୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି । ଭୋଲେଶ୍ୱର ବଡ ପୁଝାରିଗୁଡା ଉଚ୍ଚ ବିଦ୍ୟାଳୟରେ ୨୦୧୫
Read More...