pakka

ବସ୍ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨ ଆହତ

bbehera

କୋକସରା : ୨୬ ନଂ ଜାତୀୟ ରାଜପଥ କୋକସରା ବ୍ଲକ ଆମପାଣି ଘାଟିରେ ବସ୍ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋିଛି ଫଳରେ ଦୁର୍ଘଟଣାରେ ୨ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ୨୬ ନଂ ଜାତୀୟ ରାଜପଥ କୋକସରା ବ୍ଲକ ଆମପାଣି ଘାଟିରେ ହାଇଦ୍ରାବାଦରୁ କଲମପୁର ଆସୁଥିବା ସଙ୍ଗୀତା ବସ୍ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସର କଣ୍ଡକ୍ଟର ସମେତ କଣ୍ଟେନରର ଡ୍ରାଇଭର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି

jay balangir
Leave A Reply

Your email address will not be published.

7 − 3 =

error: Content is protected !!