କଣ୍ଟାବାଞ୍ଜିରେ ଅଜବ ଘଟଣା : ବାହାଘର ପୂର୍ବରୁ ପ୍ରେମିକା ସହ ଫେରାର ବର, ଅଟକିଲା ବିବାହ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅଧୀନ କନ୍ଧବାହାଲ ଅଞ୍ଚଳରେଏଭଳି ଏକ ଅଜବ ଓ ଚର୍ଚ୍ଚିତ ଘଟଣା ଘଟିଛି । ବରଯାତ୍ରୀ ଆସିବା ପୂର୍ବରୁ ବର ପ୍ରେମିକାଙ୍କୁ ନେଇ ଫେରାର ହୋଇଯାଇଥିବାରୁ ବିହାଘର ଅଟକିଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାର କନ୍ଧବାହାଲ ଗାଁର!-->…
Read More...
Read More...