Browsing Tag

jharsuguda news

ଜି.ପି.ଆର କଲେଜ କୁନ୍ତରାରେ ଆକସ୍ମିକ ବିପତ୍ତି ପରିଚାଳନା ପ୍ରଶିକ୍ଷଣ ଶିବିର

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓ.ଏସ. ଏ.ପି ଦ୍ଵିତୀୟ ବାଟାଲିୟନ, ଓଡ୍ରାପ୍ ଦଳ, ଝାରସୁଗୁଡ଼ା ଆନୁକୂଲ୍ୟରେ ଦୁଇଦିନ ବ୍ୟାପି ଆକସ୍ମିକ ବିପତ୍ତିର ସୁପରିଚାଳନା ପାଇଁ ଜି.ପି.ଆର କଲେଜ, କୁନ୍ତରା, ସମ୍ବଲପୁରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ.
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଭିକମପାଲି ଶାଖାରୁ ଡକାୟତି

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲୀ ଥାନା ଅନ୍ତର୍ଗତ ଭିକମପାଲି ଚିଖିଲାପଲି ଛକରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ସୋମବାର ଡକାୟତି ହୋଇଛି । ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲୁଟ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । କେତେ ଟଙ୍କା
Read More...

ଝାରସୁଗୁଡା ସାରସମାଲ ଛକରେ ଉତ୍ତେଜନା : ଦୁର୍ଘଟଣା ପରେ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡା : ଝାରସୁଗୁଡା ସମ୍ବଲପୁର ରାସ୍ତା ସାରସମାଲ ଛକରେ ଉତ୍ତେଜନା । ପିକଅପ୍‌ ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ପରେ ଗାଡି ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପୋଲିସ ନେଉଥିବାବେଳେ ସ୍ଥାନୀୟ ଲୋକେ ଟାଣି ନେବାକୁ ଉଦ୍ୟମ କରିଛନ୍ତି । ଉତ୍ତେଜନା ସହ
Read More...

ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର : ଡାକ୍ତଖାନାରେ ଭର୍ତ୍ତି

ଝାରସୁଗୁଡା : ଘର ପଛପଟ ବଗିଚାକୁ ଯାଇଥିବା ବେଳେ ଆକ୍ରମଣ କଲା ବାର୍‌ହା । ବାର୍‌ହା ଆକ୍ରମଣରେ ଗୁରୁତର ହେଲେ ମାଆ ଓ ପୁଅ । ଗୁରୁତର ଅବସ୍ଥାରେ ମାଆ ଓ ପୁଅଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ । ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ
Read More...

ନବ ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ନବଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଲା ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ନୂଆ ତଦନ୍ତ ଅଧିକାରୀ ଏବଂ ଜଣେ ମହିଳା ଅଧିକାରୀ ନବଙ୍କ ଘରେ ପହଞ୍ଚିଛନ୍ତି । ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମୀନତିଙ୍କର ବୟାନ
Read More...

ଯୁବକଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର୍‌

ଝାରସୁଗୁଡା : ଝାରସୁଗୁଡା ସହରରେ ଫୁଟିଛି ଗୁଳି କାଣ୍ଡ । ଘରେ ପଶି ଯୁବକଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର୍‌ । ଶାନ୍ତି ନଗରରେ ରହୁଥିବା ରାକେଶ ଓରାମ ଘରେ ପଶି ୨ ଜଣ ଗୁଳି ଫୁଟାଇଥିଲେ । । ରାକେଶର କାନ୍ଧରେ ବାଜିଛି ଗୁଳି । ଫଳରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ଝାରସୁଗୁଡା : ହାତୀକୁ ଘଉଡ଼ାଇବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଭାଲୁପିତ୍ରା ଗ୍ରାମରେ ଏଭଳି ଘଟଣାଘଟିଛି । ମୃତ ଯୁବକ ଜଣକ ଫକିର କିସାନ୍ (୩୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀ କିର୍ମିରା ବ୍ଲକ ଭାଲୁପତ୍ରା
Read More...

ସ୍କୁଲ୍‌ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା : ସ୍କୁଲ୍‌ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ । ୪୯ ନମ୍ବର ଜାତୀୟ ରାଜପଥ ଝାରସୁଗୁଡା - ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ଭି କରାଯାଇଛି । ସୂଚନାନୁଯାୟୀ, ୪୯ ନମ୍ବର
Read More...

ସ୍କୁଟିକୁ ଧକ୍କା ଦେଲା ଡିଜେ ଗାଡ଼ି : ୨ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ - ଗୁମାଡେରା ରାସ୍ତାର ମାଉସୀ ମା’ ମନ୍ଦିର ନିକଟରେ ଏକ ଡିଜେ ଗାଡ଼ି (ଓଡି ୨୩ ଏଫ୍‌ ୩୩୭୦) ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ଅଇଁଲାପଡ଼ାର ନୂଆଦେଇ କିଷାନ(୫୦) ଓ
Read More...

ବଣିପାହାଡ ପଡିଆରେ ପଡିଛି ୩ ମୃତଦେହ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଣିପାହାଡ଼ ନିକଟରେ ଅଭାବନୀୟ ଘଟଣା । ବଣିପାହାଡ ନିକଟରେ ଥିବା ପଡିଆରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ବଣିପାହାଡ଼ ନିକଟରେ ଥିବା ଏକ ପଡିଆରେ ତିନି ଜଣଙ୍କର
Read More...