Browsing Tag

jaypatna news

ଭବ୍ୟ ଆୟୋଜନ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ଶୀତଳଷଷ୍ଠୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶୀତଳଷଷ୍ଠୀ ପାଳନ କମିଟି ଦ୍ୱାରା ଆୟୋଜିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଓ ପବିତ୍ର ଶୀତଳଷଷ୍ଠୀ ସ୍ଥାନୀୟ ମୌଲେଶ୍ୱର୍ ଶିବ ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ଆୟୋଜିତ ହୋଇ ଯାଇଛି । ଗତ ୧୭ତାରିଖ ଦିନ ଦେବ ଦମ୍ପତିଙ୍କ ନିର୍ବନ୍ଧ କର୍ମ
Read More...

ମଣ୍ଡିରେ ଅବ୍ୟବସ୍ଥା କଟନି ଛଟନି ବିରୁଦ୍ଧରେ ଚାଷୀଙ୍କ ରାସ୍ତା ଅବରୋଧ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମଣ୍ଡି ଗୁଡ଼ିକ କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ସାଙ୍ଗକୁ ଅସ୍ୱାଭାବିକ କଟନି ଛଟନିକୁ ବିରୋଧ କରି କଳାହାଣ୍ଡି ଜିଲ୍ଳା ଅନ୍ତର୍ଗତ ବଡ କୁଟୁରୁ ସମବାୟ ସମିତିର ଶତାଧିକ ଚାଷୀ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ଦୁଇଟି ସ୍ଥାନରେ ସଡକ ଅବରୋଧ କରି
Read More...

ଜୟପାଟଣା ଡିଗ୍ରୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ସହ ନବ ନିର୍ମିତ କୋଠା ଉଦ୍‌ଘାଟିତ ହୋଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବ ନିର୍ମିତ କୋଠାର ଶୁଭ ଉଦ୍‌ଘାଟନ କରିଥଲେ । ଆୟୋଜିତ ୩୭ତମ
Read More...

କୁଚାଗାଁ ମା ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶରା ଅନୁଷ୍ଠିତ : ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଜନ ସମାଗମ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ କୁଚାଗାଁର ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀ ଦେବୀଙ୍କ ବାର୍ଷିକ ଦଶରା ୨୦୨୫ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଅପରାହ ରେ ଲାଠିଯାତ୍ର ଅନୁଷ୍ଠିତ ହୋଇଥିଲା । ଲଙ୍କେଶ୍ୱରୀ ଦେବୀ ପୂଝାରୀଙ୍କ ଘରୁ ଲଙ୍କେଶ୍ୱରୀ ମା' ଲାଠି ଓ
Read More...

ସମ୍ଭାବ୍ୟ ‘ମୋନ୍ଥା’ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି : ହାତୀ ନଦୀ କୂଳିଆ ଗାଁ ମାନଙ୍କୁ ସତର୍କ…

ଜୟପାଟଣା, (ଶେଷଦେବ ବେହେରା) : ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଇନ୍ଦ୍ରାବତୀ ଜଳସମ୍ପଦ ବିଭାଗର କତୃପକ୍ଷ ମଙ୍ଗଳପୁର ସ୍ଥିତ ହାତୀ ବେରେଜ୍‌ରୁ ଯେକୌଣସି ମୁହୂର୍ତ୍ତରେ ନଦୀ ଗର୍ଭକୁ ପାଣି ନିର୍ଗମନ କରିବା ପାଇଁ ହାତୀ ନଦୀ ତଳିଆ ଜନ ସାଧାରଣଙ୍କ ପାଇଁ ଜରୁରୀ ସତର୍କ ସୂଚନା ଜାରି କରିଥିବା
Read More...

ଅବକାରୀ ବିଭାଗର ଚଢ଼ାଉ : ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ

ଜୟପାଟଣା, (ଶେଷ ଦେବ ବେହେରା) : ଅବକାରୀ ବିଭାଗର ଚଢ଼ାଉ । ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମଦ ଓ ବୋଟଲିଂରେ ବ୍ୟବହୃତ ଲେଭେଲ, କର୍କ, ଖାଲି ବୋତଲ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ । ସୂଚନା ଯୋଗ୍ୟ ଯେ, ଜୟପାଟଣା ଓ ମୁଖିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଖରେ
Read More...

ଯୁବ ବ୍ୟବସାୟୀଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା କିଶୋରପଡା ନିବାସୀ ରବୀନ୍ଦ୍ରନାଥ ବେହେରା (ଟୁକୁ)ଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରବୀନ୍ଦ୍ର ବେହେରା ଜଣେ ଉତ୍ତମ ବ୍ୟବସାୟୀ ଥିବା ବେଳେ ସମସ୍ତଙ୍କ ସହ ଶାନ୍ତ, ଅମାୟିକ, ମିଷ୍ଟଭାସି, ଏବଂ ଧର୍ମ ପରାୟଣ ବ୍ୟକ୍ତିଥିଲେ । ଗତ ରାତିରେ
Read More...

ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ଚଳିତ ରବି ଚାଷ ପାଇଁ ଉଭୟ ବାମ ଓ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ଉଭୟ କେନାଲର ୫୩, ୩୭୪ ହେକ୍ଟର ଜମିରେ ଜଳସେଚନର ଲକ୍ଷ ରଖାଯାଇ ଥିବା ବେଳେ କଳାହାଣ୍ଡି ଜିଲ୍ଲାର
Read More...

ଆଗାମୀ ୭ ତାରିଖରୁ ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ମୁଖିଗୁଡ଼ା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଆଗାମୀ ରବି ଚାଷ ପାଇଁ ଜାନୁଆରି ୭ ତାରିଖରୁ ଜଳ ସେଚନ ଆରମ୍ଭ କରାଯାଇ ଜିଲ୍ଲାର ମୋଟ ୫୩ ୩୭୪ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖାଯାଇଛି । ତତ୍ ସହିତ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ବ୍ୟବସ୍ଥାରେ ରବି ଜଳ
Read More...

ନୂତନ ମଣ୍ଡି ଦାବୀରେ ରାସ୍ତା ଅବରୋଧ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଛକ ଠାରେ ଶତାଧିକ ଚାଷୀ ନୂତନ ମଣ୍ଡି ଦାବୀ କରି ୫ ଘଣ୍ଟା କାଳ ରାସ୍ତା ଅବରୋଧ କରି ରଖିଥିବା ଘଟଣା ମଣ୍ଡି ପରିଚାଳନା ନେଇ ସୁଗମ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୂଚନାରୁ ପ୍ରକାଶ ଯେ,
Read More...