Browsing Tag

jaypatana news

ଆଶାତୀତ ବୃଦ୍ଧି ହେଲା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳପତ୍ତନକୁ ନେଇ ଅନେକ ଆଶଙ୍କା ପ୍ରକାଶ କରି ଚାଲିଥିବା ବେଳେ ବିଗତ ତିନିଦିନର ବର୍ଷା ଜଳଭଣ୍ଡାରର ସ୍ଥିତିକୁ ସୁଦୃଢ କରିସାରିଛି । ସୂଚନାରୁ ପ୍ରକାଶ ଯେ, ଅନେକ ଦିନର ପ୍ରତିକ୍ଷା ପରେ ଗତ ୨୨ତାରିଖ ଦିନଜଳ ଭଣ୍ଡାରର ଜଳପତ୍ତନ
Read More...

ଜୟପାଟଣାରେ କୋଟ୍ପା କଟକଣା ଓ ଖାଦ୍ୟ ସୁରକ୍ଷା ଯାଞ୍ଚ : ୩୧ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ, ବାସି ଓ ରଙ୍ଗ ମିଶା…

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ତମ୍ବାଖୁ ନିୟନ୍ତ୍ରଣ ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏକ ମିଳିତ ଚଢ଼ାଉ କରାଯାଇଛି । ପୁଲିସ, ଅବକାରୀ ଏବଂ ଖାଦ୍ୟ ସୁରକ୍ଷା ବିଭାଗକୁ ନେଇ ଗଠିତ ଏକ ସ୍ୱତନ୍ତ୍ର
Read More...

ଜମି ବାଡ଼ି ବିବାଦକୁ ନେଇ ହତ୍ୟା : ଦୁଇ ଅଟକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ କୁମଯୋର୍ ଗ୍ରାମ ଠାରେ ଜମିବାଡ଼ି ବିବାଦକୁ ନେଇ ଜଣକୁ ହତ୍ୟା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଜୟପାଟଣା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ବେଳେ
Read More...

ପ୍ରଶ୍ନବାଚୀରେ ନିରାପଦ ମାତୃତ୍ଵ : ନାବାଳିକା ଗର୍ଭରେ ପୁତ୍ର ସନ୍ତାନ

ଜୟପାଟଣା, (ଶେଷଦେବ ବେହେରା) : ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ହିସାବ ରଖି ଆସୁଥିବା ସରକାରଙ୍କ ପଞ୍ଜିକାରେ ମଧ୍ୟ ବାସ୍ତବ ତଥ୍ୟ ପଦାକୁ ଆସିପାରେନାହିଁ । ସେହିଭଳି ସ୍ଥିତିରେ ନିରାପଦ ମାତୃତ୍ଵ ନାମରେ ଲହଡ଼ି ଭାଙ୍ଗୁଥିବା ଯୋଜନା ଗୁଡିକ ମଧ୍ୟ ଅବାଟରେ ହଜିଯିବା ସହିତ ନାବାଳିକା
Read More...

ଇନ୍ଦ୍ରାବତୀରୁ ଖରିଫ ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଶୁକ୍ରବାର ସକାଳୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଖରିଫ ଜଳ ସେଚନର ଶୁଭାରମ୍ଭ ହୋଇ ଯାଇଛି । କଳାହାଣ୍ଡି ଜିଲ୍ଳାର ଆଠଟି ବ୍ଲକର ୫୦୧ଟି ଗ୍ରାମର ୧,୧୮, ୦୯୦ ହେକ୍ଟର ଜମିରେ ଚଳିତ ଖରିଫ ପାଇଁ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସମ୍ପ୍ରତି ଇନ୍ଦ୍ରାବତୀ ବାମ
Read More...

ମଣ୍ଡିରୁ ଧାନ ଚୋରି ଅଭିଯୋଗ

ଜୟପାଟଣା, (ଶେଷଦେବ ବେହେରା) : ସଂପ୍ରତି ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଚୋରି ହେଉଥିବା ଅଭିଯୋଗ ହେଇ ଆସୁଥିଲା । କିନ୍ତୁ ଜୟପାଟଣା ବ୍ଲକ୍ ଅନ୍ତର୍ଗତ ମୁଖିଗୁଡ଼ା ମଣ୍ଡିରୁ ଧାନ ଚୋରି ହେଇଥିବା ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ମୁଖିଗୁଡ଼ା ପଂଚାୟତ
Read More...

ସରକାରଙ୍କ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ପରିସରରେ ବିକାଶ ଧାରା ଓଡ଼ିଶା ସାରା ଶୀର୍ଷକଙ୍କୁ ନେଇ ଜାତି ଓ ଜନଜାତି ସମ୍ବାଦ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଯାଇଛି । ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷର ବିକାଶ ଧାରା ଓ କେନ୍ଦ୍ର ସରକାରଙ୍କ ବାର ବର୍ଷର ବିକାଶ
Read More...

ଜୟପାଟଣାରେ ଇଦ -ଉଲ ଜୋହା ପର୍ବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସୁନ୍ନି ମୁସଲମାନ ଜୁମ୍ମା ମସଜିଦ ଠାରେ ପବିତ୍ର ବଳିଦାନର ଦିବସ ଇଦ -ଉଲ -ଜୋହା, (ବକ୍ରାଇଦ )ପର୍ବ ସମାରୋହର ସହ ପାଳିତ ହୋଇଯାଇଛି । ଅଂଚଳର ସମସ୍ତ ମୁସଲମାନ ଧର୍ମୀ ଭାଇମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଜୁମ୍ମା ମସଜିଦ ଠାରେ ଜୁମ୍ମା ମସଜିଦର ପେସଇମାମ
Read More...

ଜଳସେଚନର ପଚିଶ ବର୍ଷ ପରେ ପ୍ରଥମ ରବିଚାଷ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବିଗତ ୨୫ବର୍ଷ ଧରି ଜଳସେଚନ ଆରମ୍ଭ ହୋଇ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ବେଳେ ଚଳିତ ରବିରେ ଆଉ ପାଦେ ଆଗକୁ ଯାଇ ଜାରିଂ ଡିଷ୍ଟ୍ରିବୁଟରୀ ପରିସରରେ ଆସୁଥିବା ସାତଟି ଗ୍ରାମର ୨୦୭୦ହେକ୍ଟର ଜମିରେ
Read More...

ନାରୀ ସଂରକ୍ଷଣ ଓ ନିର୍ଯ୍ୟାତନାକୁ ନେଇ ଗର୍ଜିଲା ବିଜେଡି ମହିଳା ମୋର୍ଚ୍ଚା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଳା ଜୟପାଟଣା ଠାରେ ବିଜେଡିର ଶତାଧିକ ମହିଳା କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ନାରୀ ସମ୍ମାନ, ସଶକ୍ତିକରଣ, ସୁରକ୍ଷା ଓ ସଂରକ୍ଷଣ ଉପରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଭିତ୍ତିକରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ
Read More...