ବୈତରଣୀ ନଦୀରୁ ମିଳିଲା ଅଜଣା ମୃତଦେହ
ଯାଜପୁର : ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିବା ସୂଚନା ମିଳିଛି । ଯାଜପୁର ଟାଉନ ଥାନା ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଲାଗିଛି ଏହି ମୃତଦେହ । ମୃତକକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Read More...
Read More...