Browsing Tag

jajpur news

କ୍ରିକେଟ୍‌ରେ ଭାରତର ପରାଜୟ ଯୋଗୁଁ ଜୀବନ ହାରିଲେ ଯୁବକ

ଯାଜପୁର : ବିଶ୍ୱ କପ୍‌ କ୍ରିକେଟରେ ଅଷ୍ଟ୍ରେଲିଆ ଠାରୁ ଭାରତର ଅସମ୍ଭାଳ ପରାଜୟ ସାରା ଭାରତକୁ ନିରୁତ୍ସାହିତ କରି ପକାଇଥିବା ବେଳେ ଏହି ଦୁଃଖରେ ଜୀବନ ହାରି ଦେଇଛନ୍ତି ଯୁବକ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୂଳସାହିର ଦେବରଞ୍ଜନ ଦାସ ବେକରେ ଦଉଡି ଦେଇ
Read More...

ରେଳ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ଯାଜପୁର : ପୂର୍ବତଟ ରେଳବାଇ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳଷ୍ଟେସନର ରେଳ ଧକ୍କାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଦମ୍ପତ୍ତି ହେଲେ କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସିହ୍ନା । ସୂଚନା ଅନୁସାରେ ଆଶୁତୋଷ ଏବଂ
Read More...

ରାସ୍ତା ପାର୍‌ ହେବା ବେଳେ ବନ୍ୟାଜଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ବୁଢା ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯାଜପୁର ବ୍ଲକ ଶିମିଳିଆ ପଞ୍ଚାୟତର ଓଳେଇପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଓଳେଇପଡ଼ା ଅଞ୍ଚଳ ଅକ୍ଷୟ କୁମାର ନାୟକ ବୁଢା ନଦୀ ପାର୍‌ ହେଉଥିଲେ । ଏହି ସମୟରେ ହଠାତ୍‌ ସେ ପାଣିରେ
Read More...

ରସୁଲପୁରରେ ପୋଲ ଭୁଶୁଡ଼ି ଯାତାୟତ ବାଧାପ୍ରାପ୍ତ

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍‌ ଛକ ନିକଟରେ ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ଯାନବାହାନ ସମୁହ । ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର୍‌ ଯୋଡ଼ ନିକଟରୁ ଖସିଯାଇଛି । ବାଲେଶ୍ୱର ଓ
Read More...

ଅସହାୟକୁ ସାହା ହେଲା କିନ୍ନର ସଂଘ

ଯାଜପୁର : ନିଜ ଉଦ୍ୟମରେ ଗରିବ ଅସହାୟ ଝିଅ ବିବାହ କରାଇଲେ କିନ୍ନର ସଂଘ । ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନୀତି ଅନୁସାରେ ସମସ୍ତ ଖର୍ଚ୍ଚ ଓ ଦାୟିତ୍ୱ ବହନ କରି କିନ୍ନର ସଂଘ ବିବାହ କାର୍ଯ୍ୟ କରାଇଛନ୍ତି । ଏହି ବିବାହ କାର୍ଯ୍ୟରେ ବହୁ କିନ୍ନର ଏବଂ ସମାଜସେବୀ ପହଞ୍ଚି ବର କନ୍ୟାକୁ
Read More...

ପୌରପାଳିକା ଗୋଦାମ ଗୃହରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ପୌରପାଳିକା ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଗୋଦାମ ଗୃହରେ ପୌରାଞ୍ଚଳରେ ସଫେଇ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ସାମାଗ୍ରୀ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣା
Read More...

ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ଯାଜପୁର : ଅଚିହ୍ନା ଯୁବକଙ୍କ ମୃତଦେହ ଠାବ । ଯାଜପୁର ସଦର ଥାନା ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନି ପରିଚୟ । ଖବର ଅନୁଯାୟୀ, ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଦେଖୁ
Read More...

ଗାଧୋଇବା ସମୟରେ ନଦୀରେ ବୁଡି ଜଣେ ନିଖୋଜ

କୁଆଖିଆ : ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀରେ ଆଜି ଅପରାହ୍ନରେ ଜଣେ ବୁଡି ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟସ୍ଥ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ୩ ଜଣ ଯୁବକ ଉକ୍ତ ସ୍ଥାନରେ ଅପରାହ୍ନ ସମୟରେ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସମୟରେ ସେମାନଙ୍କ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ
Read More...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ସିଂହପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରୀ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଜରୀ ଗ୍ରାମର ରାଜେନ୍ଦ୍ର ମଲିକ,
Read More...